From 1ce135b3195fd86e09f0d35b381583d0c0196743 Mon Sep 17 00:00:00 2001 From: shojo john Date: Wed, 11 Aug 2021 13:53:21 +0000 Subject: [PATCH] Update 'en_tn_55-1TI.tsv' --- en_tn_55-1TI.tsv | 3 +-- 1 file changed, 1 insertion(+), 2 deletions(-) diff --git a/en_tn_55-1TI.tsv b/en_tn_55-1TI.tsv index f5dd730..2fa0c3a 100644 --- a/en_tn_55-1TI.tsv +++ b/en_tn_55-1TI.tsv @@ -236,8 +236,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1TI 5 9 q9dj γεγονυῖα ἑνὸς ἀνδρὸς γυνή 1 a wife of one husband ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସର୍ବଦା ଆପଣା ସ୍ବାମୀ ପ୍ରତି ବିଶ୍ବସ୍ତ ରହିଛି କିମ୍ବା ୨) ସେ ଆପଣା ସ୍ବାମୀକୁ ଛାଡପତ୍ର ଦେଇ ଅନ୍ୟ ଜଣେ ପୁରୁଷକୁ ବିବାହ କରିନାହିଁ I 1TI 5 10 l8nm figs-activepassive ἐν ἔργοις καλοῖς μαρτυρουμένη 1 She must be known for good deeds ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ତାହାର ସତ୍କର୍ମ ବିଷୟରେ ସମର୍ଥନ ଦେବାକୁ ସକ୍ଷମ ହୋଇ ପାରୁଥିବେ” (ଦେଖ: [[rc://en/ta/man/translate/figs-activepassive]]) 1TI 5 10 mik7 ἐξενοδόχησεν 1 has been hospitable to strangers ସେ ଆପଣା ଗୃହରେ ଆତିଥ୍ୟସତ୍କାର କରିଅଛି" -1TI 5 10 ygl3 figs-metonymy ἁγίων πόδας ἔνιψεν 1 has washed the feet of the saints "ମଇଳା ଓ କାଦୁଅରେ ଚାଲି ଆସିଥିବା ଲୋକମାନଙ୍କ ପାଦରୁ ମଇଳା ଓ କାଦୁଅ ଧୋଇଦେବା ଏକ ପ୍ରକାରେ ଅନ୍ୟମାନଙ୍କ ଯତ୍ନନେଇ ସେମାନଙ୍କ ଜୀବନକୁ କିଛି ଆରାମ ପ୍ରଦାନ କରିବା ସହିତ ସମାନ I - ଏହାର ସମ୍ଭାବିତ ଅର୍ଥ ହେଉଛି ସେ ସାଧାରଣଭାବରେ ନମ୍ର କାର୍ଯ୍ୟ କରିଛି I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟକରିବା ନିମନ୍ତେ ସାଧାରଣ କାର୍ଯ୍ୟ କରିଛି” (ଦେଖ: [[rc://en/ta/man/translate/figs-metonymy]])" +1TI 5 10 ygl3 figs-metonymy ἁγίων πόδας ἔνιψεν 1 has washed the feet of the saints "ମଇଳା ଓ କାଦୁଅରେ ଚାଲି ଆସିଥିବା ଲୋକମାନଙ୍କ ପାଦରୁ ମଇଳା ଓ କାଦୁଅ ଧୋଇଦେବା ଏକ ପ୍ରକାରେ ଅନ୍ୟମାନଙ୍କ ଯତ୍ନନେଇ ସେମାନଙ୍କ ଜୀବନକୁ କିଛି ଆରାମ ପ୍ରଦାନ କରିବା ସହିତ ସମାନ I ଏହାର ସମ୍ଭାବିତ ଅର୍ଥ ହେଉଛି ସେ ସାଧାରଣଭାବରେ ନମ୍ର କାର୍ଯ୍ୟ କରିଛି I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କୁ ସାହାଯ୍ୟକରିବା ନିମନ୍ତେ ସାଧାରଣ କାର୍ଯ୍ୟ କରିଛି” (ଦେଖ: [[rc://en/ta/man/translate/figs-metonymy]])" 1TI 5 10 bw4h ἁγίων 1 saints କେତେକ ସଂସ୍କରଣ ଏହି ଶବ୍ଦକୁ “ବିଶ୍ବାସୀମାନେ” ବା “ଈଶ୍ବରଙ୍କ ପବିତ୍ର ଲୋକମାନେ” ବୋଲି ଅନୁବାଦ କରେ I ବାସ୍ତବିକ ଚିନ୍ତାଧାରା ହେଉଛି ଯେ ଏହା ସବୁ ଖ୍ରୀଷ୍ଟିୟ ବିଶ୍ବାସୀମାନଙ୍କୁ ବୁଝାଏ I 1TI 5 10 ey6i figs-nominaladj θλιβομένοις ἐπήρκεσεν 1 has relieved the afflicted ଏଠାରେ “ଦୁଃଖୀ” ଗୋଟିଏ ନାମବାଚକ ବିଶେଷଣ ଯାହାକୁ ଗୋଟିଏ ବିଶେଷଣଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଦୁଃଖଭୋଗ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିଅଛି” (ଦେଖ: [[rc://en/ta/man/translate/figs-nominaladj]]) 1TI 5 10 h96j παντὶ ἔργῳ ἀγαθῷ ἐπηκολούθησεν 1 has been devoted to every good work ସବୁ ପ୍ରକାର ସତ୍କର୍ମରେ ଉଦ୍ଜୋଗୀ ହୋଇଅଛି