Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-16 01:48:15 +00:00
parent abe6332f2b
commit 85088e97a4
1 changed files with 11 additions and 11 deletions

View File

@ -8,17 +8,17 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 1 sw77 figs-metonymy Κυρίου Ἰησοῦ Χριστοῦ τῆς ἐλπίδος ἡμῶν 1 Christ Jesus our hope ଏଠାରେ, **ଆମର ଆଶା** ସାଙ୍କେତିକ ଭାବରେ ସେହି ବ୍ୟକ୍ତିଙ୍କୁ ସୂଚାଏ ଯାହାଙ୍କ ଉପରେ ଆମର ଭରସା ଅଛି I ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁ, ଯାହାଙ୍କ ଉପରେ ଆମେ ବିଶ୍ଵାସ କରୁ" କିମ୍ବା "ଖ୍ରୀଷ୍ଟ ଯୀଶୁ, ଯାହାଙ୍କୁ ଆମେ ବିଶ୍ଵାସ କରୁ" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 1 2 pyi6 figs-metaphor γνησίῳ τέκνῳ ἐν πίστει 1 true son in the faith ପାଉଲ ତୀମଥିଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ପାଉଲ ପିତା ଏବଂ ପୁତ୍ର ସମ୍ପରକ ବୋଲି  ଉଲ୍ଲେଖ କରନ୍ତି I ଏହା ତୀମଥିଙ୍କ ପ୍ରତି ପାଉଲଙ୍କ ଆନ୍ତରିକ ପ୍ରେମ ଏବଂ ଅନୁମୋଦନକୁ ଦର୍ଶାଏ I ଏହା ଦର୍ଶାଏ ଯେ ପାଉଲ ବ୍ୟକ୍ତିଗତ ଭାବରେ ତୀମଥିଙ୍କୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବାକୁ ପ୍ରେରଣା ଦେଇଥିଲେ I ପାଉଲଙ୍କ କାରଣରୁ ତୀମଥି ତାଙ୍କ ନୂତନ ଜୀବନରେ ଯୀଶୁଙ୍କ ଅନୁଗାମୀ ଭାବରେ ପ୍ରବେଶ କରିଥିଲେ ତେଣୁ ପାଉଲ ତାଙ୍କୁ ତାଙ୍କ ସନ୍ତାନ ଭାବରେ ଗ୍ରହଣ କରିବାର ଏହା ଅନ୍ୟ ଏକ କାରଣ ମଧ୍ୟ ହୋଇପାରେ I ବିକଳ୍ପ ଅନୁବାଦ: "ଯିଏ ପ୍ରକୃତରେ ମୋ ପାଇଁ ପୁତ୍ର ପରି ଅଟେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 2 rd5v χάρις, ἔλεος, εἰρήνη 1 Grace, mercy, and peace ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପତ୍ରର ମୁଖ୍ୟ ବିଷୟକୁ ଉଲ୍ଲେଖ କରିବା ପୂର୍ବରୁ ପତ୍ରର ଗ୍ରହୀତାଙ୍କୁ ଶୁଭେଚ୍ଛା ଜଣାନ୍ତି I ବିକଳ୍ପ ଅନୁବାଦ: "ମୁଁ ଆଶା କରେ ଯେ ତୁମ୍ଭେ ଈଶ୍ଵରଙ୍କ ଦୟା, ଅନୁଗ୍ରହ ଏବଂ ଶାନ୍ତି ଅନୁଭବ କରୁଛ"
1TI 1 2 p4lz guidelines-sonofgodprinciples Θεοῦ Πατρὸς 1 God the Father "ଆମ୍ଭମାନଙ୍କ ପିତା ଈଶ୍ବର I ଏଠାରେ “ପିତା” ଈଶ୍ବରଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଉପାଧି ଅଟେ I (ଦେଖ: [[rc://en/ta/man/translate/guidelines-sonofgodprinciples]])
1TI 1 2 zx37 Χριστοῦ Ἰησοῦ τοῦ Κυρίου ἡμῶν 1 Christ Jesus our Lord ଆମ୍ଭମାନଙ୍କ ପ୍ରଭୁ, ଖ୍ରୀଷ୍ଟ ଯୀଶୁ"
1TI 1 3 k35a figs-you 0 General Information: ଏହି ପତ୍ରରେ “ତୁମ୍ଭେ” ଶବ୍ଦଟି ଏକବଚନ ଓ ତୀମଥିଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-you]])
1TI 1 3 k4tm 0 Connecting Statement: ପାଉଲ ତୀମଥିଙ୍କୁ ବ୍ୟବସ୍ଥାର ଭୁଲ୍ ବ୍ୟବହାରକୁ ଅଗ୍ରାହ୍ୟ କରିବାକୁ ଓ ଈଶ୍ବରଙ୍କ ଉତ୍ତମ ଶିକ୍ଷାକୁ ବ୍ୟବହାର କରିବାକୁ ଉତ୍ସାହ ଦେଉଛନ୍ତି I
1TI 1 3 l4br καθὼς παρεκάλεσά σε 1 As I urged you ଯେ ପ୍ରକାରେ ମୁଁ ତୁମ୍ଭକୁ ବିନତି କରିଅଛି କିମ୍ବା “ଯେ ପ୍ରକାରେ ମୁଁ ତୁମ୍ଭକୁ ଦୃଢ଼ଭାବରେ ଅନୁରୋଧ କରିଅଛି”
1TI 1 3 amp4 προσμεῖναι ἐν Ἐφέσῳ 1 remain in Ephesus ଏଫିସ ନଗରରେ ମୋତେ ଅପେକ୍ଷା କର
1TI 1 3 v4g2 figs-explicit ἑτεροδιδασκαλεῖν 1 a different doctrine ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଉଥିବା ଶିକ୍ଷାଠାରୁ ଭିନ୍ନ ଏକ ଶିକ୍ଷା” (ଦେଖ: [[rc://en/ta/man/translate/figs-explicit]])
1TI 1 4 ecf5 figs-ellipsis μηδὲ προσέχειν 1 Neither should they pay attention ବୁଝିହେଉଥିବା ସୂଚନାକୁ ସ୍ପଷ୍ଟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ମୁଁ ମଧ୍ୟ ଚାହୁଁଛି ଯେ ତୁମ୍ଭେ ସେମାନଙ୍କୁ ସେସବୁରେ ମନଯୋଗ ନ କରିବାକୁ ଆଜ୍ଞା ଦିଅ” (ଦେଖ: [[rc://en/ta/man/translate/figs-ellipsis]])
1TI 1 4 pw2h μύθοις 1 to stories ଏଗୁଡିକ ହୁଏତ ସେମାନଙ୍କ ପୂର୍ବପୁରୁଷମାନଙ୍କ ବିଷୟରେ ଗଳ୍ପସବୁ ହୋଇଥାଇପାରେ I
1TI 1 4 qpv9 figs-hyperbole γενεαλογίαις ἀπεράντοις 1 endless genealogies “ଅଶେଷ” ଭଳି ଅତିରଂଜନ ଶବ୍ଦ ବ୍ୟବହାର କରି ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ବଂଶାବଳୀଗୁଡିକ ଅତି ଲମ୍ବା ଅଟେ I (ଦେଖ: [[rc://en/ta/man/translate/figs-hyperbole]])
1TI 1 4 ft33 γενεαλογίαις 1 genealogies ଜଣେ ଲୋକର ପିତାମାତା ଓ ପୂର୍ବପୁରୁଷମାନଙ୍କର ଲିଖିତ ବା ମୌଖିକ ତାଲିକା
1TI 1 2 p4lz guidelines-sonofgodprinciples Θεοῦ Πατρὸς 1 God the Father ଏଠାରେ, **ପିତା** ଈଶ୍ଵରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ I ବିକଳ୍ପ ଅନୁବାଦ: "ଈଶ୍ଵର, ଯିଏ ଆମର ପିତା ଅଟନ୍ତି" [[rc://en/ta/man/translate/guidelines-sonofgodprinciples]])ଦେଖନ୍ତୁ)
1TI 1 2 zx37 Χριστοῦ Ἰησοῦ τοῦ Κυρίου ἡμῶν 1 Christ Jesus our Lord ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁ, ଆମର ପ୍ରଭୁ ଅଟନ୍ତି"
1TI 1 3 k35a figs-you 0 General Information: ଏହି ପତ୍ରରେ, ଗୋଟିଏ ବ୍ୟତିକ୍ରମ ସହିତ, ଶବ୍ଦଗୁଡ଼ିକ **ତୁମକୁ****,** **ତୁମର** ଏବଂ **ତୁମେନିଜେ** ତୀମଥିଙ୍କୁ ସୂଚିତ କରେ ଏବଂ ସେଥିପାଇଁ ସେଗୁଡ଼ିକ ଏକବଚନ ଅଟେ I 6:21 ରେ ଏକ ବ୍ୟତିକ୍ରମ ବିଷୟରେ ଟିପ୍ପଣୀରେ ଉଲ୍ଲେଖ ଅଛି I [[rc://en/ta/man/translate/figs-you]])ଦେଖନ୍ତୁ)
1TI 1 3 k4tm 0 Connecting Statement: ବିକଳ୍ପ ଅନୁବାଦ: “ଯେପରି ମୁଁ ତୁମକୁ କହିଥିଲି”
1TI 1 3 l4br καθὼς παρεκάλεσά σε 1 As I urged you
1TI 1 3 amp4 προσμεῖναι ἐν Ἐφέσῳ 1 remain in Ephesus "ଏଫିସ ନଗରରେ ମୋତେ ଅପେକ୍ଷା କର।"
1TI 1 3 v4g2 figs-explicit ἑτεροδιδασκαλεῖν 1 a different doctrine ଏହାର ଅର୍ଥ ଏହା ଯେ ଏହି ଲୋକମାନେ ଭିନ୍ନ ଭାବରେ ଶିକ୍ଷାଦାନ କରୁନଥିଲେ, କିନ୍ତୁ ପାଉଲ ଏବଂ ତୀମଥି ଯାହା ଶିକ୍ଷା ଦେଇଥିଲେ ତାହାଠାରୁ ଭିନ୍ନ ବିଷୟରେ ଶିକ୍ଷା ଦେଉଥିଲେ I ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିପାରିବେ I ବିକଳ୍ପ ଅନୁବାଦ: "ଆମେ ଯାହା ଶିକ୍ଷା ଦେଉଛୁ ତାହାଠାରୁ ଏକ ଭିନ୍ନ ଶିକ୍ଷା"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 4 ecf5 figs-ellipsis μηδὲ προσέχειν 1 Neither should they pay attention
1TI 1 4 pw2h μύθοις 1 to stories ଏଗୁଡ଼ିକ ଏକ ପ୍ରକାର କାଳ୍ପନିକ କାହାଣୀ ଥିଲା, ବୋଧହୁଏ ବିଭିନ୍ନ ଆତ୍ମିକ ପ୍ରାଣୀମାନଙ୍କର କଥିତ ଦୁଃସାହସିକ କାର୍ଯ୍ୟ ବିଷୟରେ ଥିଲା I ଯେହେତୁ ଆମେ ଜାଣିନାହୁଁ ଏହି କାହାଣୀଗୁଡ଼ିକ କ’ଣ ଥିଲା, ସେଗୁଡ଼ିକ ପାଇଁ ଏକ ସାଧାରଣ ଶବ୍ଦ ବ୍ୟବହାର କରିବା ବୋଧହୁଏ ସର୍ବୋତ୍ତମ ହେବ I ବିକଳ୍ପ ଅନୁବାଦ: "ତଥାକଥିତ କାହାଣୀଗୁଡ଼ିକ" I
1TI 1 4 qpv9 figs-hyperbole γενεαλογίαις ἀπεράντοις 1 endless genealogies ପାଉଲ **ଅନନ୍ତ** ଶବ୍ଦକୁ ଏଗୁଡ଼ିକ ବହୁତ ଲମ୍ବା ଅଟେ ବୋଲି ପ୍ରକାଶ କରିବାକୁ ଅତିରିକ୍ତ ଭାବରେ ବ୍ୟବହାର କରନ୍ତି I ବିକଳ୍ପ ଅନୁବାଦ: " ବଂଶାବଳୀର ତାଲିକା ଯାହା ପ୍ରତୀତ ହୁଏ ଯେ ସେଗୁଡ଼ିକ କେବେବି ଶେଷ ହେବେ ନାହିଁ I" [[rc://en/ta/man/translate/figs-hyperbole]])ଦେଖନ୍ତୁ)
1TI 1 4 ft33 γενεαλογίαις 1 genealogies ସାଧାରଣତଃ, ଏହି ଶବ୍ଦଟି ଜଣେ ବ୍ୟକ୍ତିଙ୍କ ପୂର୍ବଜଙ୍କ ବଂଶାବଳୀକୁ ବୁଝାଏ I ଅବଶ୍ୟ, ଏହି କ୍ଷେତ୍ରରେ ଏହା ଆତ୍ମିକ ଜୀବମାନଙ୍କର ଅନୁମାନିତ ପିତୃପୁରୁଷଙ୍କ ଏକ ଇତିହାସକୁ ମଧ୍ୟ ବୁଝାଇପାରେ I ବିକଳ୍ପ ଅନୁବାଦ: " ବଂଶାବଳୀର ତାଲିକା"
1TI 1 4 qb9l αἵτινες ἐκζητήσεις παρέχουσι 1 These cause arguments "ଏସବୁ ଲୋକମାନଙ୍କୁ କ୍ରୋଧର ସହିତ ଅରାଜି କରାଏ I କୌଣସି ଲୋକ ନିଶ୍ଚିତଭାବେ ଜାଣି ନ ଥିବା ଗଳ୍ପ ବା ବଂଶାବଳୀ ବିଷୟରେ ଲୋକମାନେ ଯୁକ୍ତିତର୍କ କରୁଥିଲେ I
1TI 1 4 eu9f μᾶλλον ἢ οἰκονομίαν Θεοῦ, τὴν ἐν πίστε 1 rather than helping the plan of God, which is by faith ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କ ପରିତ୍ରାଣ ନିମନ୍ତେ ଈଶ୍ବରଙ୍କର ଯୋଜନାକୁ ବୁଝିବା, ଯାହା ଆମ୍ଭେମାନେ ବିଶ୍ବାସ ଦ୍ବାରା ଶିକ୍ଷା କରିଥାଉ ତହିଁରେ ଆମ୍ଭମାନଙ୍କୁ ସାହାଯ୍ୟ ନ କରି,” କିମ୍ବା ) “ଈଶ୍ବରଙ୍କ କାର୍ଯ୍ୟ ଯାହା ଆମ୍ଭେମାନେ ବିଶ୍ବାସ ଦ୍ବାରା କରିଥାଉ, ତାହା କରିବାକୁ ଆମ୍ଭମାନଙ୍କୁ ସାହାଯ୍ୟ ନ କରି,”"
1TI 1 5 myi5 δὲ 1 Now ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦଟି ବ୍ୟବହାର କରାଯାଇଛି I ଏଠାରେ ପାଉଲ ତୀମଥିଙ୍କୁ ଆଜ୍ଞା ଦେଉଥିବାର ଉଦ୍ଦେଶ୍ୟକୁ ବୁଝାଉଛନ୍ତି I

Can't render this file because it contains an unexpected character in line 2 and column 7882.