EPH 1 3 g6sj figs-activepassive εὐλογητὸς ὁ Θεὸς καὶ Πατὴρ τοῦ Κυρίου ἡμῶν, Ἰησοῦ Χριστοῦ 1 May the God and Father of our Lord Jesus Christ be praised ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଆସ, ଆମ୍ଭେମାନେ ଈଶ୍ଵରଙ୍କ ଏବଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତାଙ୍କର ପ୍ରଶଂସା କରୁ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 5 e6f6 figs-gendernotations εἰς υἱοθεσίαν 1 for adoption as sons ଏଠାରେ, **ପୋଷ୍ୟ** ଈଶ୍ଵରଙ୍କ ପରିବାରର ଅଂଶ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କର ସନ୍ତାନସନ୍ତତି ହେବାକୁ” [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 1 5 ciu3 διὰ Ἰησοῦ Χριστοῦ 1 through Jesus Christ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟ ଦ୍ଵାରା ଈଶ୍ଵର ବିଶ୍ଵାସୀମାନଙ୍କୁ ତାହାଙ୍କର ପରିବାର ମଧ୍ୟକୁ ଆଣିଲେ
EPH 1 6 s9qk ἐχαρίτωσεν ἡμᾶς ἐν τῷ ἠγαπημένῳ 1 he has freely given us in the One he loves. ସେ ତାହା ଆମ୍ଭମାନଙ୍କୁ ଅନୁଗ୍ରହକରି ତାହାଙ୍କ ପ୍ରିୟତମଙ୍କ ଦ୍ଵାରା ପ୍ରଦାନ କରିଛନ୍ତି
EPH 1 10 n2sl εἰς οἰκονομίαν 1 with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏକ ପରିଚାରକ ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଜଣେ ତତ୍ତ୍ୱାବଧାରକ ବିଷୟରେ ଭାବି ସେ ଏହା କଲେ”
EPH 1 10 em7q τοῦ πληρώματος τῶν καιρῶν 1 for the fullness of time “ଯେବେ ଉପଯୁକ୍ତ ସମୟ ଆସେ କିମ୍ବା “ସେ ନିରୂପିତ କରିଥିବା ସମୟରେ”
EPH 1 11 t281 figs-activepassive ἐκληρώθημεν 1 we were appointed as heirs ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) "ଈଶ୍ଵର ମଧ୍ୟ ତାଙ୍କର ସମ୍ପତ୍ତି ହେବା ପାଇଁ ଆମକୁ ମନୋନୀତ କଲେ" (2) "ଈଶ୍ଵର ମଧ୍ୟ ଆମକୁ ଉତ୍ତରାଧିକାରୀ ହେବାକୁ ମନୋନୀତ କଲେ I ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 11 nkf8 figs-activepassive προορισθέντες 1 We were decided on beforehand ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ଵର ସମୟର ପୂର୍ବେ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” କିମ୍ବା “ଈଶ୍ଵର ବହୁ ପୂର୍ବରୁ ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 11 ww9s figs-exclusive ἐκληρώθημεν προορισθέντες 1 we were appointed as heirs ... We were decided on beforehand “**ଆମ୍ଭେମାନେ**” ସର୍ବନାମଗୁଡ଼ିକ ବ୍ୟବହାରକରି ପାଉଲ ଆପଣାକୁ ଏବଂ ଅନ୍ୟ ଯିହୂଦୀ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଉଛନ୍ତି, ଯେଉଁମାନେ ଏଫିସୀୟ ବିଶ୍ଵାସୀମାନଙ୍କ ପୂର୍ବରୁ ଖ୍ରୀଷ୍ଟଙ୍କୁ ବିଶ୍ଵାସ କରିଥିଲେ I ପଦ 12 ଏବଂ 13 ରେ ସେ ଏହି ଗୋଷ୍ଠୀକୁ "ଆମେ" (ବହିର୍ଭୂତ) ଯିହୁଦୀ ଖ୍ରୀଷ୍ଟିଆନ ଏବଂ "ତୁମେ" ଅଣଯିହୂଦୀ ଖ୍ରୀଷ୍ଟିଆନମାନଙ୍କରେ ବିଭକ୍ତ କରନ୍ତି I ([[rc://en/ta/man/translate/figs-exclusive]]ଦେଖନ୍ତୁ)
EPH 1 12 gj44 figs-exclusive εἰς τὸ εἶναι ἡμᾶς 1 so that we might be the first ପୁନର୍ବାର, “**ଆମ୍ଭେମାନେ**” ଶବ୍ଦଟି ଏଫିସର ବିଶ୍ଵାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ଵାସୀମାନଙ୍କୁ ବୁଝାଉଛି,ଯେଉଁମାନେ ପ୍ରଥମେ ସୁସମାଚାର ଶୁଣିଥିଲେ I ([[rc://en/ta/man/translate/figs-exclusive]]ଦେଖନ୍ତୁ)
EPH 1 12 zqm9 εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so we would be for the praise of his glory "ଯାହାଫଳରେ ଆମ୍ଭେମାନେ ... ତାଙ୍କ ଗୌରବ ପାଇଁ ତାଙ୍କୁ ପ୍ରଶଂସା କରିବା ପାଇଁ ଜୀବିତ"
EPH 1 12 jm4j figs-exclusive εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so that we might be the first ... so we would be for the praise
EPH 1 16 scy9 figs-litotes οὐ παύομαι εὐχαριστῶν 1 I have not stopped thanking God ପାଉଲ “**କ୍ଷାନ୍ତ ହେଉ ନାହିଁ**” ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ଵ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି I ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ଵରଙ୍କର ଧନ୍ୟବାଦ ଦେଉଅଛି” ([[rc://en/ta/man/translate/figs-litotes]]ଦେଖନ୍ତୁ)
EPH 1 17 b7l1 πνεῦμα σοφίας καὶ ἀποκαλύψεως, ἐν ἐπιγνώσει αὐτοῦ 1 a spirit of wisdom and revelation in the knowledge of him “ତାହାଙ୍କର ପ୍ରକାଶନ ବୁଝିବାକୁ ଆତ୍ମିକ ଜ୍ଞାନ”
EPH 1 18 gbl7 figs-metonymy πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏଠାରେ “**ହୃଦୟ**” ଗୋଟିଏ ରୂପକ ଯାହା ମନୁଷ୍ୟର ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜ୍ଞାନ ପ୍ରାପ୍ତ ହୋଇ ଆଲୋକିତ ହୋଇପାରିବ” ([[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ କାଳ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ତୁମ୍ଭମାନଙ୍କର ହୃଦୟକୁ ଆଲୋକିତ କରିବେ” କିମ୍ବା “ଯେପରି ଈଶ୍ଵର ତୁମ୍ଭମାନଙ୍କର ଜ୍ଞାନକୁ ଆଲୋକିତ କରିବେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 21 pym8 ἐν τῷ αἰῶνι τούτῳ 1 in this age "ଏହି ସମୟରେ"
EPH 1 21 qw2x ἐν τῷ μέλλοντι 1 in the age to come "ଭବିଷ୍ୟତରେ"
EPH 1 22 jm9i figs-metonymy πάντα ὑπέταξεν ὑπὸ τοὺς πόδας αὐτοῦ 1 all things under Christ's feet ଏଠାରେ “**ପାଦ**” ଖ୍ରୀଷ୍ଟଙ୍କର ପ୍ରଭୁତ୍ବ, ଅଧିକାର ଓ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ଅଧୀନରେ ସମସ୍ତ ବିଷୟ” [[rc://en/ta/man/translate/figs-metonymy]])ଦେଖନ୍ତୁ)
EPH 1 22 pm4t figs-metaphor κεφαλὴν ὑπὲρ πάντα 1 head over all things ଏଠାରେ “**ମସ୍ତକ**” ନେତା ବା ଦାୟିତ୍ବରେ ରହିଥିବା ବ୍ୟକ୍ତିଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ଉପରେ ଅଧିକାରୀ” [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 1 23 w2kh τὸ πλήρωμα τοῦ τὰ πάντα ἐν πᾶσιν πληρουμένου 1 the fullness of him who fills all in all "ଖ୍ରୀଷ୍ଟ ମଣ୍ଡଳୀକୁ ତାହାଙ୍କର ଜୀବନ ଓ ଶକ୍ତିରେ ପୂର୍ଣ୍ଣ କରନ୍ତି, ଠିକ୍ ଯେପରି ସେ ସମସ୍ତ ବିଷୟକୁ ଜୀବନ ଦିଅନ୍ତି"
EPH 2 1 dxx8 figs-metaphor ὑμᾶς ὄντας νεκροὺς τοῖς παραπτώμασιν καὶ ταῖς ἁμαρτίαις ὑμῶν 1 you were dead in your trespasses and sins ଏହା ଦେଖାଉଅଛି ଯେ ଜଣେ ଶାରୀରିକଭାବେ ମୃତ ଲୋକ ଯେପରି କିଛି ପ୍ରତ୍ୟୁତ୍ତର ଦିଏ ନାହିଁ , ଠିକ୍ ସେପରି ପାପରେ ପରିପୂର୍ଣ୍ଣ ଲୋକମାନେ ଈଶ୍ବରଙ୍କର ବାଧ୍ୟ ହେବାକୁ ଅକ୍ଷମ ଅଟନ୍ତି I
EPH 2 1 lp32 figs-doublet τοῖς παραπτώμασιν καὶ ταῖς ἁμαρτίαις ὑμῶν 1 your trespasses and sins “ଅପରାଧ” ଓ “ପାପ” ସମାନ ଅର୍ଥବୋଧକ ଅଟନ୍ତି I ପାଉଲ ଲୋକମାନଙ୍କ ପାପର ଭୟାନକତାକୁ ଜୋର୍ ଦେବାପାଇଁ ସେଗୁଡିକ ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]])
EPH 2 2 i7d4 figs-metonymy κατὰ τὸν αἰῶνα τοῦ κόσμου τούτου 1 according to the ways of this world ପ୍ରେରିତମାନେ ମଧ୍ୟ “ଜଗତ” ଶବ୍ଦକୁ ଏହି ଜଗତର ଲୋକମାନଙ୍କର ଭ୍ରଷ୍ଟ ମୂଲ୍ୟବୋଧ ଓ ସ୍ବାର୍ଥପର ବ୍ୟବହାରକୁ ବୁଝାଇବାପାଇଁ ବ୍ୟବହାର କରିଥିଲେ I ବିକଳ୍ପ ଅନୁବାଦ: “ଏହି ଜଗତର ମୂଲ୍ୟବୋଧ ଅନୁସାରେ ଜୀବନ ଯାପନ କରୁଥିବା ଲୋକମାନେ” କିମ୍ବା”ଏହି ବର୍ତ୍ତମାନ ଜଗତର ରୀତିନୀତି ପାଳନ କରୁଥିବା” (ଦେଖ: [[rc://en/ta/man/translate/figs-metonymy]])
EPH 2 2 n5d2 τὸν ἄρχοντα τῆς ἐξουσίας τοῦ ἀέρος 1 the ruler of the authorities of the air ଏହା ଦିଆବଳ ବା ଶୟତାନକୁ ବୁଝାଏ I
EPH 2 2 bj9y τοῦ πνεύματος τοῦ νῦν ἐνεργοῦντος 1 the spirit that is working କାର୍ଯ୍ୟ କରୁଥିବା ଶୟତାନର ଆତ୍ମା
EPH 2 3 d3wd figs-metonymy τὰ θελήματα τῆς σαρκὸς καὶ τῶν διανοιῶν 1 the desires of the body and of the mind “ଶରୀର” ଓ “ମନ” ସମଗ୍ର ବ୍ୟକ୍ତିକୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
EPH 2 3 zd6v figs-metaphor τέκνα ... ὀργῆς 1 children of wrath ଯେଉଁମାନଙ୍କ ପ୍ରତି ଈଶ୍ବର କ୍ରୋଧ କରନ୍ତି (ଦେଖ: [[rc://en/ta/man/translate/figs-metaphor]])
EPH 2 4 chm6 Θεὸς πλούσιος ὢν ἐν ἐλέει 1 God is rich in mercy ଈଶ୍ବର ଦୟାରେ ମହାନ୍ କିମ୍ବା “ଈଶ୍ବର ଆମ୍ଭମାନଙ୍କ ପ୍ରତି ଅତି ଦୟାଳୁ ଅଟନ୍ତି”
EPH 2 4 hrx9 διὰ τὴν πολλὴν ἀγάπην αὐτοῦ, ἣν ἠγάπησεν ἡμᾶς 1 because of his great love with which he loved us ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର ମହା ପ୍ରେମ ସକାଶୁ କିମ୍ବା “ଯେହେତୁ ସେ ଆମ୍ଭମାନଙ୍କୁ ଅତ୍ୟଧିକ ପ୍ରେମ କରନ୍ତି”
EPH 2 5 h6km figs-activepassive χάριτί ἐστε σεσῳσμένοι 1 by grace you have been saved ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପ୍ରତି ତାହାଙ୍କର ମହା ଦୟା ସକାଶୁ ସେ ଆମ୍ଭମାନଙ୍କ ପରିତ୍ରାଣ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
EPH 2 20 r2je figs-metaphor ἐποικοδομηθέντες ἐπὶ τῷ θεμελίῳ 1 You have been built on the foundation ପାଉଲ ଈଶ୍ବରଙ୍କ ଲୋକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଗୋଟିଏ ଗୃହ ଅଟନ୍ତି I ଖ୍ରୀଷ୍ଟ କୋଣର ପ୍ରଧାନ ପ୍ରସ୍ତର, ପ୍ରେରିତମାନେ ଭିତ୍ତିମୂଳ ଓ ବିଶ୍ବାସୀମାନେ ଢାଞ୍ଚା ଅଟନ୍ତି I (ଦେଖ: [[rc://en/ta/man/translate/figs-metaphor]])
EPH 2 20 fs7j figs-activepassive ἐποικοδομηθέντες 1 You have been built ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
EPH 2 21 g8ga figs-metaphor πᾶσα οἰκοδομὴ συναρμολογουμένη, αὔξει εἰς ναὸν 1 the whole building fits together and grows as a temple ପାଉଲ ଖ୍ରୀଷ୍ଟଙ୍କ ପରିବାର ବିଷୟରେ କହିବା ଜାରିରଖିଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଗୃହ ଅଟେ I ଜଣେ ଗୃହ ନିର୍ମାଣକାରୀ ଯେପରି ନିର୍ମାଣକରିବା ସମୟରେ ପ୍ରସ୍ତରଗୁଡିକୁ ଏକତ୍ର ସଂଲଗ୍ନ କରନ୍ତି, ଠିକ୍ ସେପରି ଖ୍ରୀଷ୍ଟ ଆମ୍ଭମାନଙ୍କୁ ସଂଲଗ୍ନ କରିଅଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
EPH 2 21 ljt5 figs-metaphor ἐν ᾧ ... ἐν Κυρίῳ 1 In him ... in the Lord "ଖ୍ରୀଷ୍ଟଙ୍କଠାରେ ...ପ୍ରଭୁ ଯୀଶୁଙ୍କଠାରେ, ଏହି ରୂପକଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି I (ଦେଖ: [[rc://en/ta/man/translate/figs-metaphor]])
EPH 2 22 b4c8 figs-metaphor καὶ ὑμεῖς συνοικοδομεῖσθε, εἰς κατοικητήριον τοῦ Θεοῦ ἐν Πνεύματι 1 you also are being built together as a dwelling place for God in the Spirit ଏହା ବର୍ଣ୍ଣନା କରୁଅଛି ଯେ ବିଶ୍ବାସୀମାନେ କିପରି ଗୋଟିଏ ସ୍ଥାନ ହେବାକୁ ଏକତ୍ର ସଂଯୁକ୍ତ ହେଉଛନ୍ତି, ଯେଉଁଠାରେ ଈଶ୍ବର ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ବାରା ସ୍ଥାୟୀଭାବରେ ବାସ କରିବେ I (ଦେଖ: [[rc://en/ta/man/translate/figs-metaphor]])
EPH 2 22 e52h figs-activepassive καὶ ὑμεῖς συνοικοδομεῖσθε 1 you also are being built together ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମଧ୍ୟ ତୁମ୍ଭମାନଙ୍କୁ ଏକତ୍ର ନିର୍ମାଣ କରୁଅଛନ୍ତି I (ଦେଖ: [[rc://en/ta/man/translate/figs-activepassive]])
EPH 3 1 jb9u τούτου χάριν 1 Because of this ତୁମ୍ଭମାନଙ୍କ ପ୍ରତି ଈଶ୍ବରଙ୍କ ଅନୁଗ୍ରହ ସକାଶୁ"
EPH 3 1 m9b6 ὁ δέσμιος τοῦ Χριστοῦ Ἰησοῦ 1 the prisoner of Christ Jesus ଯାହାଙ୍କୁ ଖ୍ରୀଷ୍ଟ ଯୀଶୁ ବନ୍ଦୀ ହେବାକୁ ଦେଇଅଛନ୍ତି
EPH 3 2 rx7t τὴν οἰκονομίαν τῆς χάριτος τοῦ Θεοῦ, τῆς δοθείσης μοι εἰς ὑμᾶς 1 the stewardship of the grace of God that was given to me for you ତୁମ୍ଭମାନଙ୍କ ନିକଟକୁ ତାହାଙ୍କର ଅନୁଗ୍ରହ ଆଣିବାନିମନ୍ତେ ଈଶ୍ବର ମୋତେ ଯେଉଁ ଦାୟିତ୍ବ ଦେଇଥିଲେ
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋ ନିକଟରେ ଯାହା ପ୍ରକାଶ କରିଛନ୍ତି ତଦନୁସାରେ” (ଦେଖ: [[rc://en/ta/man/translate/figs-activepassive]])
EPH 3 3 qm6m καθὼς προέγραψα ἐν ὀλίγῳ 1 about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରୁଛନ୍ତି I
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ବର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” (ଦେଖ: [[rc://en/ta/man/translate/figs-activepassive]])
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି (ଦେଖ: [[rc://en/ta/man/translate/figs-activepassive]])
EPH 3 5 iux3 τοῖς ἁγίοις ἀποστόλοις αὐτοῦ καὶ προφήταις 1 his apostles and prophets who were set apart for this work ଏହି କାର୍ଯ୍ୟ କରିବା ନିମନ୍ତେ ଈଶ୍ବର ଯେଉଁ ପ୍ରେରିତ ଓ ଭାବବାଦୀମାନଙ୍କୁ ପୃଥକ୍ କରିଥିଲେ
EPH 3 6 pqy3 εἶναι τὰ ἔθνη, συνκληρονόμα ... διὰ τοῦ εὐαγγελίου 1 the Gentiles are fellow heirs ... through the gospel ଏହି ନିଗୂଢ ତତ୍ତ୍ବ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ବିଜାତିମାନେ ମଧ୍ୟ ଯିହୂଦୀ ବିଶ୍ବାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
EPH 3 6 y88q figs-metaphor σύνσωμα 1 fellow members of the body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର ଶରୀର ଭାବରେ ବୁଝାଯାଇଥାଏ I (ଦେଖ: [[rc://en/ta/man/translate/figs-metaphor]])
EPH 3 9 f2zp figs-activepassive τοῦ μυστηρίου, τοῦ ἀποκεκρυμμένου ἀπὸ τῶν αἰώνων ἐν τῷ Θεῷ, τῷ τὰ πάντα κτίσαντι 1 the mystery hidden for ages in God who created all things ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I “ଈଶ୍ବର” ଯେ କି ସମସ୍ତ ବିଷୟ ସୃଷ୍ଟି କଲେ, ଅତୀତରେ ବହୁ କାଳ ପର୍ଯ୍ୟନ୍ତ ଏହି ସଂକଳ୍ପକୁ ଗୁପ୍ତଭାବରେ ରଖିଲେ” (ଦେଖ: [[rc://en/ta/man/translate/figs-activepassive]])
EPH 3 10 q62l γνωρισθῇ ... ταῖς ἀρχαῖς καὶ ταῖς ἐξουσίαις ἐν τοῖς ἐπουρανίοις … ἡ πολυποίκιλος σοφία τοῦ Θεοῦ 1 the rulers and authorities in the heavenly places would come to know the many-sided nature of the wisdom of God ମଣ୍ଡଳୀ ଦ୍ବାରା ଈଶ୍ବର ତାହାଙ୍କର ମହାଜ୍ଞାନକୁ ସ୍ବର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଇବେ"
EPH 3 10 z7vy ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ ୧:୩](../01/03.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
EPH 3 10 ll77 figs-metaphor ἡ πολυποίκιλος σοφία τοῦ Θεοῦ 1 the many-sided nature of the wisdom of God ଈଶ୍ବରଙ୍କ ବହୁବିଧ ଜ୍ଞାନ (ଦେଖ: [[rc://en/ta/man/translate/figs-metaphor]])
EPH 3 11 aaz8 κατὰ πρόθεσιν τῶν αἰώνων 1 according to the eternal plan ଅନନ୍ତକାଳୀନ ଯୋଜନା ଅନୁସାରେ ରକ୍ଷାକରି କିମ୍ବା “ଅନନ୍ତକାଳୀନ ଯୋଜନା ସହିତ ମେଳ ରଖି”"
EPH 3 13 ciu6 figs-metonymy ὑπὲρ ὑμῶν, ἥτις ἐστὶν δόξα ὑμῶν 1 for you, which is your glory ଏଠାରେ “ତୁମ୍ଭମାନଙ୍କର ଗୌରବ” ଗୋଟିଏ ରୂପକ ଯାହା ସେମାନେ ଭବିଷ୍ୟତର ରାଜ୍ୟରେ କି ପ୍ରକାର ଗର୍ବ ଅନୁଭବ କରିବା ଉଚିତ ବା କରିବେ, ଏ ବିଷୟକୁ ବୁଝାଏ I ପାଉଲ ବନ୍ଦୀଶାଳାରେ ଦୁଃଖଭୋଗ କରୁଥିବା ବିଷୟରେ ଏଫିସୀୟ ଖ୍ରୀଷ୍ଟିୟାନମାନେ ଗର୍ବ କରିବା ଉଚିତ I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିମନ୍ତେ I ଏହା ତୁମ୍ଭମାନଙ୍କର ଲାଭ ନିମନ୍ତେ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ I ତୁମ୍ଭେମାନେ ଏଥିପାଇଁ ଗର୍ବିତ ହେବା ଉଚିତ” (ଦେଖ: [[rc://en/ta/man/translate/figs-metonymy]])
EPH 3 14 v3gd figs-explicit τούτου χάριν 1 For this reason କାରଣଟି କଅଣ, ଏହା ତୁମକୁ ସ୍ପଷ୍ଟ କରିଦେବା ଆବଶ୍ୟକ I ବିକଳ୍ପ ଅନୁବାଦ: “କରଣ ଈଶ୍ବର ତୁମ୍ଭମାନଙ୍କ ନିମନ୍ତେ ଏ ସମସ୍ତ କରିଅଛନ୍ତି” (ଦେଖ: [[rc://en/ta/man/translate/figs-explicit]])
EPH 3 14 vju2 figs-synecdoche κάμπτω τὰ γόνατά μου πρὸς τὸν Πατέρα 1 I bend my knees to the Father ନତଜାନୁ ଗୁଡିକ ହେଉଛି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ପ୍ରାର୍ଥନାର ମନୋଭାବରେ ଥିବାର ଗୋଟିଏ ପ୍ରତିଛବି I ବିକଳ୍ପ ଅନୁବାଦ: “ମୁଁ ଜାନୁ ପାତି ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” କିମ୍ବା “ମୁଁ ନମ୍ରଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” (ଦେଖ: [[rc://en/ta/man/translate/figs-synecdoche]])
EPH 3 15 c492 figs-activepassive ἐξ οὗ πᾶσα πατριὰ ἐν οὐρανοῖς καὶ ἐπὶ γῆς ὀνομάζεται 1 from whom every family in heaven and on earth is named ଏଠାରେ ନାମ ଦେବାର କାର୍ଯ୍ୟ ସମ୍ଭବତଃ ସୃଷ୍ଟି କରିବାର କାର୍ଯ୍ୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯେ କି ସ୍ବର୍ଗରେ ଓ ପୃଥିବୀରେ ପ୍ରତ୍ୟେକ ପରିବାରକୁ ସୃଷ୍ଟି କରି ନାମ ଦେଲେ” (ଦେଖ: [[rc://en/ta/man/translate/figs-activepassive]])
EPH 3 16 z9q5 δῷ ὑμῖν κατὰ τὸ πλοῦτος τῆς δόξης αὐτοῦ, δυνάμει κραταιωθῆναι 1 he would grant you, according to the riches of his glory, to be strengthened with power କାରଣ ସେ ଅତି ମହାନ୍ ଓ ପରାକ୍ରମୀ ଈଶ୍ବର, ସେ ତୁମ୍ଭମାନଙ୍କୁ ଆପଣା ପରାକ୍ରମରେ ବଳବାନ୍ କରିବେ
EPH 3 17 wg1v κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that Christ may live in your hearts through faith, that you will be rooted and grounded in his love ଏହା ପାଉଲଙ୍କ ପ୍ରାର୍ଥନାର ଦ୍ବିତୀୟ ବିଷୟ ଯାହା ଈଶ୍ବର “ଆପଣା ଗୌରବରୂପ ନିଧି ଅନୁସାରେ” ଏଫିସୀୟ ମାନଙ୍କୁ ଦେବେ ବୋଲି କହୁଛନ୍ତି I ପ୍ରଥମ ବିଷୟ ହେଉଛି ସେମାନେ “ବଳବାନ୍ ହେବେ” ([ଏଫିସୀୟ ୩:୧୬](../03/16.md))I
EPH 3 17 q6yy figs-metonymy κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν 1 that Christ may live in your hearts through faith ଏଠାରେ “ହୃଦୟ” ଜଣେ ଲୋକର ଆନ୍ତରିକ ପୁରୁଷକୁ ବୁଝାଏ ଓ “ଦ୍ବାରା” ମାଧ୍ୟମକୁ ବୁଝାଏ, ଯାହା ଦ୍ବାରା ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ଅନ୍ତରରେ ବାସ କରନ୍ତି I ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ହୃଦୟରେ ବାସ କରନ୍ତି, କାରଣ ଈଶ୍ବର ଅନୁଗ୍ରହରେ ସେମାନଙ୍କୁ ବିଶ୍ବାସ ଦିଅନ୍ତି I ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ, କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ବାସ କରୁଅଛ” (ଦେଖ: [[rc://en/ta/man/translate/figs-metonymy]])
EPH 3 17 g4g1 figs-metaphor ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that you will be rooted and grounded in his love ପାଉଲ ସେମାନଙ୍କ ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗଭୀର ମୂଳ ଥିବା ବୃକ୍ଷ ବା ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୋଟିଏ ଗୃହ I ବିକଳ୍ପ ଅନୁବାଦ: “ଯେପରି ତୁମେ ଦୃଢ଼ଭାବରେ ବଦ୍ଧମୂଳ ଗୋଟିଏ ବୃକ୍ଷ ବା ପ୍ରସ୍ତର ଉପରେ ସ୍ଥାପିତ ଗୋଟିଏ ଗୃହ ହେବ” (ଦେଖ: [[rc://en/ta/man/translate/figs-metaphor]])
EPH 3 18 cja8 ἵνα ἐξισχύσητε καταλαβέσθαι 1 May you have strength so you can understand ୧୭ ପଦରେ ଏହିପରି ଭାବେ ଆରମ୍ଭ ହେଉଥିବା ପଦଗୁଡିକ “ବିଶ୍ବାସ ...ଯେପରି ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ” ସହିତ ଏହି ପଦସବୁକୁ ଦୁଇ ପ୍ରକାରେ ଯୋଡାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ବିଶ୍ବାସ I ମୁଁ ପ୍ରାର୍ଥନା କରୁଅଛି ଯେ ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ, ଯେପରି ତୁମ୍ଭେମାନେ ବଳପାଇ ବୁଝିପାରିବ” କିମ୍ବା ୨) “ବିଶ୍ବାସ, ଯେପରି ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ I ମୁଁ ମଧ୍ୟ ପ୍ରାର୍ଥନା କରୁଅଛି ଯେ ତୁମ୍ଭେମାନେ ବଳପାଇବ, ଯେପରି ତୁମ୍ଭେମାନେ ବୁଝିପାରିବ ”
EPH 4 1 uss5 ὁ δέσμιος ἐν Κυρίῳ 1 as the prisoner for the Lord ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ
EPH 4 1 zxr1 figs-metaphor ἀξίως περιπατῆσαι τῆς κλήσεως 1 walk worthily of the calling ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ ଆଚରଣ କରିବା ବୋଲି କୁହାଯାଏ I (ଦେଖ: [[rc://en/ta/man/translate/figs-metaphor]])
EPH 4 2 zs6s μετὰ πάσης ταπεινοφροσύνης καὶ πραΰτητος 1 to live with great humility and gentleness and patience ନମ୍ର, ମୃଦୁଶୀଳ ଓ ଧୈର୍ଯ୍ୟଶୀଳ ହେବାକୁ ଶିକ୍ଷା କରିବାକୁ
EPH 4 3 pi5c τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace ଏଠାରେ ପାଉଲ “ଶାନ୍ତି” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବନ୍ଧନ ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ବାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଓ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” (ଦେଖ: [[rc://en/ta/man/translate/figs-metaphor]])
EPH 4 4 x5kv figs-metaphor ἓν σῶμα 1 one body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର ଶରୀର ବୋଲି କୁହାଯାଏ I (ଦେଖ: [[rc://en/ta/man/translate/figs-metaphor]])
EPH 4 4 b9mr figs-activepassive ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν 1 you were called in one certain hope of your calling ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ବର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ବର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଓ ଈଶ୍ବର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” (ଦେଖ: [[rc://en/ta/man/translate/figs-activepassive]])
EPH 4 6 bz5i Πατὴρ πάντων ... ἐπὶ πάντων … διὰ πάντων … ἐν πᾶσιν 1 Father of all ... over all ... through all ... and in all ଏଠାରେ “ସମସ୍ତ”ର ଅର୍ଥ “ପ୍ରତ୍ୟେକ ବିଷୟ”
EPH 4 7 u2bw figs-activepassive ἑνὶ ... κάστῳ ἡμῶν ἐδόθη ἡ χάρις 1 To each one of us grace has been given ଏହାକୁ କର୍ତ୍ତୃବାଚ୍ୟ ବ୍ୟବହାରକରି କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦେଇଅଛନ୍ତି” କିମ୍ବା “ଈଶ୍ବର ପ୍ରତ୍ୟେକ ବିଶ୍ବାସୀକୁ ଦାନ ଦେଲେ” (ଦେଖ: [[rc://en/ta/man/translate/figs-activepassive]])
EPH 4 8 wj8t ἀναβὰς εἰς ὕψος 1 When he ascended to the heights ଯେତେବେଳେ ଖ୍ରୀଷ୍ଟ ସ୍ବର୍ଗକୁ ଆରୋହଣ କଲେ
EPH 4 12 y9gd εἰς ἔργον διακονίας 1 for the work of service ଯେପରି ସେମାନେ ଅନ୍ୟମାନଙ୍କର ସେବା କରିପାରିବେ
EPH 4 12 n33m figs-metaphor εἰς οἰκοδομὴν τοῦ σώματος τοῦ Χριστοῦ 1 for the building up of the body of Christ ଆତ୍ମିକଭାବରେ ବୃଦ୍ଧି ପାଉଥିବା ଲୋକମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କର ଶାରୀରିକ ବଳକୁ ବଢାଇବା ନିମନ୍ତେ ବ୍ୟାୟାମ କରୁଛନ୍ତି I (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-idiom]])
EPH 4 12 pdh4 οἰκοδομὴν 1 building up ସିଦ୍ଧି ଲାଭ
EPH 4 12 x5gd σώματος τοῦ Χριστοῦ 1 body of Christ “ଖ୍ରୀଷ୍ଟଙ୍କ ଶରୀର” ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ବ୍ୟକ୍ତିଗତ ସଦସ୍ୟମାନଙ୍କୁ ବୁଝାଏ I
EPH 4 13 w1ik καταντήσωμεν ... εἰς τὴν ἑνότητα τῆς πίστεως, καὶ τῆς ἐπιγνώσεως τοῦ Υἱοῦ τοῦ Θεοῦ 1 reach the unity of faith and knowledge of the Son of God ବିଶ୍ବାସୀମାନେ ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ବାସୀଭାବରେ ବିଶ୍ବାସରେ ସମ୍ମିଳିତ ଓ ପରିପକ୍ବ ହେବାକୁ ଚାହାନ୍ତି I
EPH 4 17 ksr8 τοῦτο οὖν λέγω καὶ μαρτύρομαι ἐν Κυρίῳ 1 Therefore, I say and insist on this in the Lord ମୁଁ ଯାହା ଏବେ କହିଅଛି, ସେଥିସକାଶୁ ମୁଁ ତୁମ୍ଭମାନଙ୍କୁ ଦୃଢ଼ଭାବରେ ଉତ୍ସାହିତ କରିବାପାଇଁ ଆଉ କିଛି ଅଧିକ କହିବି, କାରଣ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କର ଅଟୁ I
EPH 4 17 wcx2 μηκέτι ὑμᾶς περιπατεῖν, καθὼς καὶ τὰ ἔθνη περιπατεῖ ἐν ματαιότητι τοῦ νοὸς αὐτῶν 1 that you must no longer live as the Gentiles live, in the futility of their minds ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଜୀବନ କାଟନ୍ତି, ତୁମ୍ଭେମାନେ ସେପରି କର ନାହିଁ
EPH 4 18 lab7 figs-metaphor ἐσκοτωμένοι τῇ διανοίᾳ 1 They are darkened in their understanding ସେମାନେ ଆଉ ସ୍ପଷ୍ଟଭାବରେ ଚିନ୍ତା ବା ବିବେଚନା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଆପଣା ଆପଣା କଳ୍ପନାକୁ ଅନ୍ଧକାରାଚ୍ଛନ୍ନ କରିଅଛନ୍ତି” କିମ୍ବା “ସେମାନେ ବୁଝିବାକୁ ଅସମର୍ଥ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
EPH 4 18 w69u figs-activepassive ἀπηλλοτριωμένοι τῆς ζωῆς τοῦ Θεοῦ, διὰ τὴν ἄγνοιαν τὴν οὖσαν ἐν αὐτοῖς 1 alienated from the life of God because of the ignorance that is in them ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ସେମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ସେଥିପାଇଁ ସେମାନେ ଈଶ୍ବର ଆପଣା ଲୋକମାନଙ୍କୁ ଯେପରି ଜୀବନ ଯାପନ କରନ୍ତୁ ବୋଲି ଚାହାନ୍ତି, ସେପରି ଜୀବନ କାଟିପାରିବେ ନାହିଁ” କିମ୍ବା “ସେମାନଙ୍କର ଅଜ୍ଞାନତା ଦ୍ବାରା ସେମାନେ ଆପଣା ଆପଣାକୁ ଈଶ୍ବରଙ୍କ ଜୀବନରୁ ବିଛିନ୍ନ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
EPH 4 20 e5vk ὑμεῖς δὲ οὐχ οὕτως ἐμάθετε τὸν Χριστόν 1 But that is not how you learned about Christ [ଏଫିସୀୟ ୪:୧୭-୧୯](./17.md) ରେ ବର୍ଣ୍ଣନା ହୋଇଥିବା ଅନୁସାରେ “ସେ ପ୍ରକାରେ” ଶବ୍ଦଟି ବିଜାତିମାନଙ୍କ ଜୀବନ ଯାପନ ଶୈଳୀକୁ ବୁଝାଏ I ଏହା ଗୁରୁତ୍ବ ଦିଏ ଯେ ଖ୍ରୀଷ୍ଟଙ୍କ ବିଷୟରେ ବିଶ୍ବାସୀମାନେ ଯାହା ଶିକ୍ଷା କରିଛନ୍ତି, ଏହା ତହିଁର ବିପରୀତ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେପରି ଶିକ୍ଷା କରିନାହଁ”
EPH 4 21 hy7r figs-irony εἴ γε αὐτὸν ἠκούσατε καὶ ἐν αὐτῷ ἐδιδάχθητε 1 I assume that you have heard ... and that you were taught ପାଉଲ ଜାଣନ୍ତି ଯେ ଏଫିସୀୟମାନେ ଶୁଣିଛନ୍ତି ଓ ଶିକ୍ଷା ପାଇଛନ୍ତି I (ଦେଖ: [[rc://en/ta/man/translate/figs-irony]])
EPH 4 21 b3pn figs-activepassive ἐν αὐτῷ ἐδιδάχθητε 1 you were taught in him ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଯୀଶୁଙ୍କର ଲୋକମାନେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି” କିମ୍ବା ୨) କେହି ଜଣେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଛି, କାରଣ ତୁମ୍ଭେମାନେ ଯୀଶୁଙ୍କର ଲୋକ ଅଟ” (ଦେଖ: [[rc://en/ta/man/translate/figs-activepassive]])
EPH 4 21 gdz6 καθώς ἐστιν ἀλήθεια ἐν τῷ Ἰησοῦ 1 as the truth is in Jesus କାରଣ ଯୀଶୁଙ୍କ ସମ୍ବନ୍ଧୀୟ ସମସ୍ତ ବିଷୟ ସତ୍ୟ ଅଟେ
EPH 4 22 h1ha figs-metaphor ἀποθέσθαι ὑμᾶς κατὰ τὴν προτέραν ἀναστροφὴν 1 to put off what belongs to your former manner of life ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ଜୀବନର ଆଚରଣ ଅନୁସାରେ ଜୀବନ ଯାପନକରିବା ପରିତ୍ୟାଗ କର” (ଦେଖ: [[rc://en/ta/man/translate/figs-metaphor]])
EPH 4 22 j7n7 figs-metaphor ἀποθέσθαι … τὸν παλαιὸν ἄνθρωπον 1 to put off the old man ପାଉଲ ନୈତିକ ଗୁଣ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଲୁଗା ଖଣ୍ଡ ଗୁଡିକ ଅଟେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପୁରାତନ ପୁରୁଷ ଯେପରି କରୁଥିଲା, ସେପରି ଜୀବନ ଯାପନ ପରିତ୍ୟାଗ କର” (ଦେଖ: [[rc://en/ta/man/translate/figs-metaphor]])
EPH 4 22 d3j6 τὸν παλαιὸν ἄνθρωπον 1 old man “ପୁରାତନ ମନୁଷ୍ୟ” “ପୁରାତନ ସ୍ବଭାବ” କୁ କିମ୍ବା “ପୁରାତନ ପୁରୁଷ”କୁ ବୁଝାଏ I
EPH 4 22 qw3d figs-metaphor τὸν φθειρόμενον κατὰ τὰς ἐπιθυμίας τῆς ἀπάτης 1 that is corrupt because of its deceitful desires ପାଉଲ ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବ ବିଷୟରେ କହନ୍ତି ଯେ ସତେ ଯେପରି ଏହା ସମାଧିରେ ପଡ଼ିରହିଥିବା ଗୋଟିଏ ମୃତ ଶରୀର I (ଦେଖ: [[rc://en/ta/man/translate/figs-metaphor]])
EPH 4 23 jy7h figs-activepassive ἀνανεοῦσθαι ... τῷ πνεύματι τοῦ νοὸς ὑμῶν 1 to be renewed in the spirit of your minds ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମନୋଭାବ ଓ କଳ୍ପନାକୁ ପରିବର୍ତ୍ତନ କରିବା ନିମନ୍ତେ ଈଶ୍ବରଙ୍କୁ ସୁଯୋଗ ଦେବା” କିମ୍ବା “ତୁମ୍ଭମାନଙ୍କୁ ନୂତନ ମନୋଭାବ ଓ କଳ୍ପନା ଦେବା ନିମନ୍ତେ ଈଶ୍ବରଙ୍କୁ ସୁଯୋଗ ଦେବା” (ଦେଖ: [[rc://en/ta/man/translate/figs-activepassive]])
EPH 4 24 x41y ἐν δικαιοσύνῃ καὶ ὁσιότητι τῆς ἀληθείας 1 in true righteousness and holiness ପ୍ରକୃତରେ ଧାର୍ମିକ ଓ ପବିତ୍ର
EPH 4 25 abn8 ἀποθέμενοι τὸ ψεῦδος 1 get rid of lies ମିଥ୍ୟା କହିବା ପରିତ୍ୟାଗ କର
EPH 4 25 zh2g ἐσμὲν ἀλλήλων μέλη 1 we are members of one another ଆମ୍ଭେମାନେ ପରସ୍ପରର ଅଟୁ କିମ୍ବା “ଆମ୍ଭେମାନେ ଈଶ୍ବରଙ୍କ ପରିବାରର ସଦସ୍ୟ ଅଟୁ”
EPH 4 26 w8rw ὀργίζεσθε, καὶ μὴ ἁμαρτάνετε 1 Be angry and do not sin ତୁମ୍ଭେମାନେ କ୍ରୋଧ କରିପାର, କିନ୍ତୁ ପାପ କର ନାହିଁ, କିମ୍ବା “ଯଦି କ୍ରୋଧ କର, ପାପ କର ନାହିଁ”
EPH 4 26 ki7p figs-metonymy ὁ ἥλιος μὴ ἐπιδυέτω ἐπὶ παροργισμῷ ὑμῶν 1 Do not let the sun go down on your anger ସୂର୍ଯ୍ୟ ଅସ୍ତହେବା ଅର୍ଥ ରାତ୍ରି ଆସିଯିବା, କିମ୍ବା ଦିନ ଶେଷ ହୋଇଯିବା I ବିକଳ୍ପ ଅନୁବାଦ: “ରାତ୍ରି ଆସିବା ପୂର୍ବରୁ ତୁମ୍ଭକୁ କ୍ରୋଧ ପରିତ୍ୟାଗ କରିବାକୁ ହେବ” କିମ୍ବା ଦିନ ଶେଷ ହେବା ପୂର୍ବରୁ ତୁମ୍ଭଠାରୁ କ୍ରୋଧ ଚାଲିଯାଉ” (ଦେଖ: [[rc://en/ta/man/translate/figs-metonymy]])
EPH 4 27 w71s μηδὲ δίδοτε τόπον τῷ διαβόλῳ 1 Do not give an opportunity to the devil ତୁମ୍ଭକୁ ପାପରେ ପକାଇବାକୁ ଶୟତାନକୁ ସୁଯୋଗ ଦିଅ ନାହିଁ
EPH 4 29 p9wc πρὸς οἰκοδομὴν 1 for building others up ଅନ୍ୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବା “ଅନ୍ୟମାନଙ୍କୁ ଦୃଢ଼ କରିବା ନିମନ୍ତେ”
EPH 4 29 bv8a τῆς χρείας, ἵνα δῷ χάριν τοῖς ἀκούουσιν 1 their needs, that your words would be helpful to those who hear you ସେମାନଙ୍କର ପ୍ରୟୋଜନ I ଏହି ପ୍ରକାରେ ତୁମ୍ଭେମାନେ ତୁମ୍ଭମାନଙ୍କୁ ଶୁଣୁଥିବା ଲୋକମାନଙ୍କୁ ସାହାଯ୍ୟ କରିବ
EPH 4 30 air6 μὴ λυπεῖτε 1 do not grieve ଦୁଃଖ ଦିଅ ନାହିଁ କିମ୍ବା “ବିଚଳିତ କର ନାହିଁ”
EPH 4 30 pgk9 figs-metaphor ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως 1 for it is by him that you were sealed for the day of redemption ପବିତ୍ରଆତ୍ମା ବିଶ୍ବାସୀମାନଙ୍କୁ ନିଶ୍ଚୟତା ଦିଅନ୍ତି ଯେ ଈଶ୍ବର ସେମାନଙ୍କୁ ମୁକ୍ତ କରିବେ I ପାଉଲ ପବିତ୍ର ଆତ୍ମାଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଶ୍ବାସୀମାନଙ୍କ ଉପରେ ଈଶ୍ବର ପକାଉଥିବା ଗୋଟିଏ ଚିହ୍ନ ଅଟନ୍ତି, ଯଦ୍ଦ୍ବାରା ସେମାନଙ୍କୁ ଈଶ୍ବର କ୍ରୟ କରିଅଛନ୍ତି ବୋଲି ଜଣାପଡିବ I ବିକଳ୍ପ ଅନୁବାଦ: “କାରଣ ସେ ହେଉଛନ୍ତି ମୁଦ୍ରାଙ୍କନ ଯାହା ତୁମ୍ଭମାନଙ୍କୁ ନିଶ୍ଚୟତା ଦିଏ ଯେ ମୁକ୍ତି ଦିବସରେ ଈଶ୍ବର ତୁମ୍ଭମାନଙ୍କୁ ମୁକ୍ତ କରିବେ” କିମ୍ବା “ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ମୁକ୍ତି ଦିବସରେ ଈଶ୍ବର ତୁମ୍ଭମାନଙ୍କୁ ମୁକ୍ତ କରିବେ ବୋଲି ନିଶ୍ଚୟତା ଦିଅନ୍ତି” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
EPH 5 2 ta41 figs-metaphor περιπατεῖτε ἐν ἀγάπῃ 1 walk in love ଜୀବନ ଯାପନ କରିବା ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣଭାବରେ ଆଚରଣ କରିବା ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ଏକ ପ୍ରେମର ଜୀବନ ଯାପନ କର” କିମ୍ବା “ସର୍ବଦା ପରସ୍ପରକୁ ପ୍ରେମ କର” (ଦେଖ: [[rc://en/ta/man/translate/figs-metaphor]])
EPH 5 2 bak1 προσφορὰν καὶ θυσίαν τῷ Θεῷ εἰς ὀσμὴν εὐωδίας 1 a fragrant offering and sacrifice to God ଈଶ୍ବରଙ୍କ ନିମନ୍ତେ ଏକ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ବରୂପେ"
EPH 5 3 le5f πορνεία δὲ, καὶ ἀκαθαρσία πᾶσα, ἢ πλεονεξία, μηδὲ ὀνομαζέσθω ἐν ὑμῖν 1 But there must not be even a suggestion among you of sexual immorality or any kind of impurity or of greed ଏପରି କୌଣସି ବିଷୟ କର ନାହିଁ ଯାହା ଦ୍ବାରା ଅନ୍ୟମାନେ ଭାବିବେ ଯେ ତୁମ୍ଭେମାନେ ଯୌନଗତ ଅନୈତିକତାରେ ବା କୌଣସି ପ୍ରକାର ଅପବିତ୍ରତାରେ କିମ୍ବା ଲୋଭରେ ଦୋଷୀ ଅଟ
EPH 5 3 xat9 ἀκαθαρσία πᾶσα 1 any kind of impurity କୌଣସି ନୈତିକ ଅଶୁଚିତା
EPH 5 4 utm5 ἀλλὰ μᾶλλον εὐχαριστία 1 Instead there should be thanksgiving ଏହା ପରିବର୍ତ୍ତେ ତୁମ୍ଭେମାନେ ଈଶ୍ବରଙ୍କୁ ଧନ୍ୟବାଦ ଦେବା ଉଚିତ
EPH 5 23 x637 figs-metaphor κεφαλὴ τῆς γυναικὸς … κεφαλὴ τῆς ἐκκλησίας 1 the head of the wife ... the head of the church “ମସ୍ତକ” ଶବ୍ଦଟି ନେତାଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-metaphor]])
EPH 5 25 sx8d 0 General Information: ଏଠାରେ “ଆପଣାକୁ” ଓ “ସେ” ଖ୍ରୀଷ୍ଟଙ୍କୁ ବୁଝାଏ I “ତାହା ନିମନ୍ତେ” ଶବ୍ଦଟି ମଣ୍ଡଳୀକୁ ବୁଝାଏ I
EPH 5 25 sm9e ἀγαπᾶτε τὰς γυναῖκας 1 love your wives ଏଠାରେ “ପ୍ରେମ” ସ୍ତ୍ରୀମାନଙ୍କ ପ୍ରତି ନିଃସ୍ବାର୍ଥପର ସେବା ବା ପ୍ରେମ ଦେବା ବିଷୟକୁ ବୁଝାଏ I
EPH 5 25 i24y ἑαυτὸν παρέδωκεν 1 gave himself up ବଧ ହେବା ନିମନ୍ତେ ଆପଣାକୁ ଲୋକମାନଙ୍କ ହାତରେ ଦେଇଦେଲେ
EPH 6 9 i85s τὰ αὐτὰ ποιεῖτε πρὸς αὐτούς 1 treat your slaves in the same way ତୁମ୍ଭେମାନେ ମଧ୍ୟ ଆପଣା ଆପଣା ଦାସମାନଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉଚିତ କିମ୍ବା “ଦାସମାନେ ଯେପରି ସେମାନଙ୍କ କର୍ତ୍ତାମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ, ସେପରି ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ଦାସମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ” ([ଏଫିସିୟ ୬:୫](../06/05.md))
EPH 6 9 wii4 εἰδότες ὅτι καὶ αὐτῶν καὶ ὑμῶν ὁ Κύριός ἐστιν ἐν οὐρανοῖς 1 You know that he who is both their Master and yours is in heaven ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଓ କର୍ତ୍ତାମାନଙ୍କର ପ୍ରଭୁ ଓ ସେ ସ୍ବର୍ଗରେ ରୁହନ୍ତି"
EPH 6 9 r9ue προσωπολημψία οὐκ ἔστιν παρ’ αὐτῷ 1 there is no favoritism with him ସେ ସମସ୍ତଙ୍କର ସମାନଭାବରେ ବିଚାର କରନ୍ତି
EPH 6 10 e4mg τῷ κράτει τῆς ἰσχύος αὐτοῦ 1 the strength of his might "ତାହାଙ୍କର ମହା ପରାକ୍ରମ I ଦେଖ “ତାହାଙ୍କ ପରାକ୍ରମର ଶକ୍ତି”କୁ କିପରି [ଏଫିସୀୟ ୧:୨୧](../01/21.md)ର ଶେଷ ଆଡକୁ ଅନୁବାଦ କରାଯାଇଛି I
EPH 6 11 n8x8 figs-metaphor ἐνδύσασθε τὴν πανοπλίαν τοῦ Θεοῦ, πρὸς τὸ δύνασθαι ὑμᾶς στῆναι πρὸς τὰς μεθοδίας τοῦ διαβόλου 1 Put on the whole armor of God, so that you may be able to stand against the scheming plans of the devil ଶତ୍ରୁର ଆକ୍ରମଣରୁ ଆପଣାକୁ ରକ୍ଷା କରିବାକୁ ଜଣେ ସୈନିକ ଯେପରି ସମସ୍ତ ସଜ୍ଜା ପରିଧାନ କରେ, ଠିକ୍ ସେପରି ଶୟତାନ ବିରୁଦ୍ଧରେ ଦୃଡ଼ଭାବରେ ଛିଡା ହେବାପାଇଁ ଖ୍ରୀଷ୍ଟିୟାନମାନେ ଈଶ୍ବର ଦେଉଥିବା ସମସ୍ତ ସଂସାଧନ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-metaphor]])
EPH 6 12 ftu4 figs-explicit πρὸς τοὺς κοσμοκράτορας τοῦ σκότους τούτου 1 against the powers over this present darkness ଏଠାରେ ଏହା ସୂଚାଇଥାଏ ଯେ “ଆଧିପତ୍ୟ” ପରାକ୍ରମୀ ଆତ୍ମିକ ପ୍ରାଣୀମାନଙ୍କୁ ବୁଝାଏ I ଏଠାରେ “ଅନ୍ଧକାର” ମନ୍ଦ ବିଷୟଗୁଡିକ ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ଏହି ବର୍ତ୍ତମାନ ଯୁଗର ମନ୍ଦ ସମୟରେ ଲୋକମାନଙ୍କ ଉପରେ ରାଜତ୍ବ କରୁଥିବା ପରାକ୍ରମୀ ଆତ୍ମିକ ପ୍ରାଣୀମାନଙ୍କ ବିରୁଦ୍ଧରେ” (ଦେଖ: [[rc://en/ta/man/translate/figs-explicit]] ଓ [[rc://en/ta/man/translate/figs-metaphor]])
EPH 6 13 jrn9 figs-metaphor διὰ τοῦτο, ἀναλάβετε τὴν πανοπλίαν τοῦ Θεοῦ 1 Therefore put on the whole armor of God ଆପଣା ଶତ୍ରୁ ବିରୁଦ୍ଧରେ ନିଜକୁ ରକ୍ଷା କରିବାକୁ ଜଣେ ସୈନିକ ଯେ ପ୍ରକାରେ ସଜ୍ଜା ପରିଧାନ କରେ, ସେହି ପ୍ରକାରେ ଶୟତାନ ବିରୁଦ୍ଧରେ ଯୁଦ୍ଧ କରିବା ସମୟରେ ଖ୍ରୀଷ୍ଟିୟାନମାନେ ଈଶ୍ବର ଦେଉଥିବା ସୁରକ୍ଷାକାରୀ ସଂସାଧନ ଗୁଡିକୁ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-metaphor]])
EPH 6 13 cy9h figs-metaphor ἵνα δυνηθῆτε ἀντιστῆναι ἐν τῇ ἡμέρᾳ τῇ πονηρᾷ 1 so that you may be able to stand in this time of evil “ଅଟଳ ରହିବା” ଶବ୍ଦଟି କୌଣସି ବିଷୟକୁ ସଫଳଭାବରେ ପ୍ରତିରୋଧକରିବା ବା ଯୁଦ୍ଧ କରିବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ମନ୍ଦତାକୁ ପ୍ରତିରୋଧ କରିବାକୁ ସମର୍ଥ ହୋଇପାର” (ଦେଖ: [[rc://en/ta/man/translate/figs-metaphor]])
EPH 6 15 f6w1 figs-metaphor καὶ ὑποδησάμενοι τοὺς πόδας ἐν ἑτοιμασίᾳ τοῦ εὐαγγελίου τῆς εἰρήνης 1 Then as shoes for your feet, put on the readiness to proclaim the gospel of peace ଠିକ୍ ଯେପରି ଜଣେ ସୈନିକ ଦୃଢ଼ଭାବରେ ପାଦ ପକାଇବା ନିମନ୍ତେ ପାଦୁକା ପିନ୍ଧିଥାଏ, ବିଶ୍ବାସୀ ନିକଟରେ ମଧ୍ୟ ଘୋଷଣା କରିବା ନିମନ୍ତେ ପ୍ରସ୍ତୁତ ରହିବା ସକାଶେ ଶାନ୍ତିର ସୁସମାଚାରର ଦୃଢ଼ ଜ୍ଞାନ ଥିବା ଆବଶ୍ୟକ I (ଦେଖ: [[rc://en/ta/man/translate/figs-metaphor]])
EPH 6 16 n65c figs-metaphor ἐν πᾶσιν ἀναλαβόντες τὸν θυρεὸν τῆς πίστεως 1 In all circumstances take up the shield of faith ଶତ୍ରୁର ଆକ୍ରମଣରୁ ଆପଣାକୁ ସୁରକ୍ଷା କରିବାକୁ ଜଣେ ସୈନିକ ଯେପରି ଗୋଟିଏ ଢାଲ ବ୍ୟବହାର କରେ, ଠିକ୍ ସେପରି ଶୟତାନର ଆକ୍ରମଣ ସମୟରେ ବିଶ୍ବାସୀ ସୁରକ୍ଷା ନିମନ୍ତେ ଈଶ୍ବର ଦେଉଥିବା ବିଶ୍ବାସକୁ ବ୍ୟବହାର କରିବା ଆବଶ୍ୟକ I (ଦେଖ: [[rc://en/ta/man/translate/figs-metaphor]])
EPH 6 16 djl5 figs-metaphor τὰ βέλη τοῦ πονηροῦ πεπυρωμένα 1 the flaming arrows of the evil one ଜଣେ ବିଶ୍ବାସୀ ବିରୁଦ୍ଧରେ ଶୟତାନର ଆକ୍ରମଣ, ଜଣେ ଶତ୍ରୁ ଦ୍ବାରା ଜଣେ ସୈନିକ ପ୍ରତି କ୍ଷେପଣ କରାଯାଇଥିବା ଅଗ୍ନି ବାଣ ସଦୃଶ ଅଟେ I (ଦେଖ: [[rc://en/ta/man/translate/figs-metaphor]])
EPH 6 17 g2kw figs-metaphor τὴν περικεφαλαίαν τοῦ σωτηρίου δέξασθε 1 take the helmet of salvation ଠିକ୍ ଯେପରି ଗୋଟିଏ ଶିରସ୍ତ୍ରାଣ ଜଣେ ସୈନିକର ମସ୍ତକକୁ ସୁରକ୍ଷା କରେ, ସେପରି ଈଶ୍ବର ଦତ୍ତ ପରିତ୍ରାଣ ବିଶ୍ବାସୀର ମନକୁ ସୁରକ୍ଷା ଦେଇଥାଏ I (ଦେଖ: [[rc://en/ta/man/translate/figs-metaphor]])
EPH 6 17 c191 figs-metaphor τὴν ... μάχαιραν τοῦ Πνεύματος, ὅ ἐστιν ῥῆμα Θεοῦ 1 the sword of the Spirit, which is the word of God ଆପଣା ଲୋକମାନଙ୍କ ପ୍ରତି ଈଶ୍ବରଙ୍କ ଶିକ୍ଷା ବିଷୟରେ ଲେଖକ କହୁଛନ୍ତି ଯେ ସତେ ଯେପରି ସେସବୁ ଗୋଟିଏ ଖଡ୍ଗ, ଯାହା ତାହାଙ୍କର ଲୋକମାନେ ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ବ୍ୟବହାର କରିପାରିବେ I (ଦେଖ: [[rc://en/ta/man/translate/figs-metaphor]])
EPH 6 18 mu4w διὰ πάσης προσευχῆς καὶ δεήσεως, προσευχόμενοι ἐν παντὶ καιρῷ ἐν Πνεύματι 1 With every prayer and request, pray at all times in the Spirit ପ୍ରାର୍ଥନା କରି ନିର୍ଦ୍ଦିଷ୍ଟ ନିବେଦନଗୁଡିକ ଜଣାଇବା ସମୟରେ ସର୍ବଦା ଆତ୍ମାରେ ପ୍ରାର୍ଥନା କର
EPH 6 18 g1i7 εἰς αὐτὸ 1 To this end "ଏଥିନିମନ୍ତେ କିମ୍ବା “ଏହାକୁ ମନରେ ରଖି I” ଏହା ଈଶ୍ବରଙ୍କ ସଜ୍ଜା ନେବାର ମନୋଭାବକୁ ବୁଝାଏ I
EPH 6 18 i5hm ἀγρυπνοῦντες ἐν πάσῃ προσκαρτερήσει καὶ δεήσει περὶ πάντων τῶν ἁγίων 1 be watching with all perseverance, as you offer prayers for all the saints ଜାଗ୍ରତ ରହିବାରେ ଲାଗି ରୁହ ଓ ଈଶ୍ବରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିମନ୍ତେ ପ୍ରାର୍ଥନା କର କିମ୍ବା “ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ନିରନ୍ତର ଜାଗିରହି ପ୍ରାର୍ଥନା କର”"
EPH 6 19 j135 figs-activepassive ἵνα μοι δοθῇ λόγος 1 that a message might be given to me ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ମୋତେ ବାକ୍ୟ ପ୍ରଦାନ କରିବେ” କିମ୍ବା “ଯେପରି ଈଶ୍ବର ମୋତେ ବାର୍ତ୍ତା ଦେବେ” (ଦେଖ: [[rc://en/ta/man/translate/figs-activepassive]])
EPH 6 19 jv6j ἐν ἀνοίξει τοῦ στόματός μου, ἐν παρρησίᾳ γνωρίσαι 1 when I open my mouth. Pray that I might make known with boldness ପ୍ରାର୍ଥନା କର ଯେ ମୁଁ କଥା କହିବା ସମୟରେ ସାହସର ସହ ଜଣାଇପାରିବି
EPH 6 19 gu1n figs-idiom ἀνοίξει τοῦ στόματός μου 1 open my mouth ଏହା କହିବା ବିଷୟ ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “କଥା କହିବା” (ଦେଖ: [[rc://en/ta/man/translate/figs-idiom]])
EPH 6 20 wx9k figs-metonymy ὑπὲρ οὗ πρεσβεύω ἐν ἁλύσει 1 It is for the gospel that I am an ambassador who is kept in chains “ଶୃଂଖଳାବଦ୍ଧ” ଶବ୍ଦଟି ବନ୍ଦୀ ଅବସ୍ଥାରେ ରହିବାର ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ମୁଁ ବର୍ତ୍ତମାନ କାରାଗାରରେ ଅଛି, କାରଣ ମୁଁ ସୁସମାଚାରର ଜଣେ ପ୍ରତିନିଧି” (ଦେଖ: [[rc://en/ta/man/translate/figs-metonymy]])
EPH 6 20 pmm2 figs-explicit ἵνα ἐν αὐτῷ παρρησιάσωμαι, ὡς δεῖ με λαλῆσαι 1 so that I may declare it boldly, as I ought to speak “ପ୍ରାର୍ଥନା କର” ବାକ୍ୟାଂଶକୁ ୧୯ ପଦରୁ ବୁଝିହେଉଛି I ବିକଳ୍ପ ଅନୁବାଦ: “ସେଥିପାଇଁ ପ୍ରାର୍ଥନା କର ଯେ ଯେତେବେଳେ ମୁଁ ସୁସମାଚାର ଶିକ୍ଷା ଦେବି, ଯେପରି ସାହସରେ କହିବା ଉଚିତ, ସେପରି କହିବି” କିମ୍ବା “ପ୍ରାର୍ଥନା କର ଯେ ମୁଁ ସୁସମାଚାରକୁ ଯେପରି ସାହସରେ କହିବା ଉଚିତ, ସେପରି କହିବି” (ଦେଖ: [[rc://en/ta/man/translate/figs-explicit]])