Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-20 16:36:30 +00:00
parent 438903d4fc
commit 8bf754d1b7
1 changed files with 3 additions and 3 deletions

View File

@ -49,9 +49,9 @@ EPH 1 18 lg8h ἐν τοῖς ἁγίοις 1 all God's holy people “ଯେ
EPH 1 19 t7lx τὸ ὑπερβάλλον μέγεθος τῆς δυνάμεως αὐτοῦ 1 the incomparable greatness of his power “ଈଶ୍ଵରଙ୍କ ଶକ୍ତି ସମସ୍ତ ଶକ୍ତି ଠାରୁ ଅତ୍ୟଧିକ ଅଟେ”
EPH 1 19 die1 εἰς ἡμᾶς, τοὺς πιστεύοντας 1 toward us who believe “ପୁଣି ବିଶ୍ଵାସୀ ଯେ ଆମ୍ଭେମାନେ”
EPH 1 19 e6g2 τὴν ἐνέργειαν τοῦ κράτους τῆς ἰσχύος αὐτοῦ 1 the working of his great strength “ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର କାର୍ଯ୍ୟସାଧକ ମହାନ ଶକ୍ତି”
EPH 1 20 dc4l ἐγείρας αὐτὸν 1 raised him ତାହାଙ୍କୁ ସମସ୍ତ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ କରିଅଛି I
EPH 1 20 pu97 ἐκ νεκρῶν 1 from the dead ଏହି ଭାବ ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I
EPH 1 20 ekj4 figs-metonymy καθίσας ἐν δεξιᾷ αὐτοῦ, ἐν τοῖς ἐπουρανίοις 1 seated him at his right hand in the heavenly places ଯେଉଁ ଲୋକ ଜଣେ ରାଜାଙ୍କର “ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହୁଏ, ସେ ତାହାଙ୍କର ଡାହାଣ ପାଖରେ ଉପବିଷ୍ଟ ହୋଇ ଯେଉଁ ରାଜାଙ୍କର ଦକ୍ଷିଣ ପାଖରେ ସେ ଉପବିଷ୍ଟ, ତାହାଙ୍କର ସମସ୍ତ ଅଧିକାର ସହିତ ଶାସନ କରେ I ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନର ରୂପକ ଯାହା ସେ ସେହି ସ୍ଥାନର ଅଧିକର୍ତ୍ତାଙ୍କଠାରୁ ପ୍ରାପ୍ତ ହୋଇଥାଏ I ବିକଳ୍ପ ଅନୁବାଦ: “ସ୍ବର୍ଗରୁ ରାଜତ୍ବ କରିବା ନିମନ୍ତେ ତାହାଙ୍କୁ ସମସ୍ତ ଅଧିକାର ଦେଲେ” (ଦେଖ: [[rc://en/ta/man/translate/figs-metonymy]])
EPH 1 20 dc4l ἐγείρας αὐτὸν 1 raised him ତାହାଙ୍କୁ ସମସ୍ତ ମୃତମାନଙ୍କ ମଧ୍ୟରୁ ସେ ଯେବେ ପୁନର୍ବାର ଜୀବିତ କଲେ”
EPH 1 20 pu97 ἐκ νεκρῶν 1 from the dead ଏହି ଅଭିବ୍ୟକ୍ତି  ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I ବିକଳ୍ପ ଅନୁବାଦ: “ଯେଉଁମାନେ ମରିଛନ୍ତି ସେମାନଙ୍କ ମଧ୍ୟରୁ”[[rc://en/ta/man/translate/figs-nominaladj]])ଦେଖନ୍ତୁ)
EPH 1 20 ekj4 figs-metonymy καθίσας ἐν δεξιᾷ αὐτοῦ, ἐν τοῖς ἐπουρανίοις 1 seated him at his right hand in the heavenly places ଯେଉଁ ଲୋକ ଜଣେ ରାଜାଙ୍କର “**ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ”** ହୁଏ, ସେ ତାହାଙ୍କର ଡାହାଣ ପାଖରେ ଉପବିଷ୍ଟ ହୋଇ ଯେଉଁ ରାଜାଙ୍କର ଦକ୍ଷିଣ ପାଖରେ ସେ ଉପବିଷ୍ଟ, ତାହାଙ୍କର ସମସ୍ତ ଅଧିକାର ସହିତ ଶାସନ କରେ I ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନର ରୂପକ ଯାହା ସେ ସେହି ସ୍ଥାନର ଅଧିକର୍ତ୍ତାଙ୍କଠାରୁ ପ୍ରାପ୍ତ କରେ I ବିକଳ୍ପ ଅନୁବାଦ: “ସ୍ଵର୍ଗରୁ ରାଜତ୍ଵ କରିବା ନିମନ୍ତେ ତାହାଙ୍କୁ ସମସ୍ତ ଅଧିକାର ଦେଲେ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 1 20 f3dh translate-symaction καθίσας ἐν δεξιᾷ αὐτοῦ 1 seated him at his right hand “ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ବରେ” ଉପବେଶନ କରିବାର ଅର୍ଥ ହେଉଛି ଈଶ୍ବରଙ୍କଠାରୁ ମହା ସମ୍ଭ୍ରମ ଓ ଅଧିକାର ପ୍ରାପ୍ତ ହେବାର ଏକ ନିଦର୍ଶନ I ବିକଳ୍ପ ଅନୁବାଦ: “ସେ ତାହାଙ୍କୁ ତାଙ୍କର ସମ୍ଭ୍ରମ ଓ ଅଧିକାରର ସ୍ଥାନରେ ବସିବାକୁ ଦେଲେ” (ଦେଖ: [[rc://en/ta/man/translate:translate-symaction]])
EPH 1 20 jrv1 ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ ୧:୩](../01/03.md)ରେ ଏହାକୁ ତୁମେ କିପରି ଅନୁବାଦ କଲ ତାହା ଦେଖ I
EPH 1 21 k8k7 ὑπεράνω πάσης ἀρχῆς, καὶ ἐξουσίας, καὶ δυνάμεως, καὶ κυριότητος 1 far above all rule and authority and power and dominion ଏହା ଅଲୌକିକ ପ୍ରାଣୀମାନଙ୍କର, ଅର୍ଥାତ୍ ଉଭୟ ଦୂତ ଓ ଭୂତାତ୍ମାମାନଙ୍କର ପଦାଧିକାରକୁ ବୁଝାଉଥିବା ବିଭିନ୍ନ ଶବ୍ଦଗୁଡିକ ଅଟେ I ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଅଲୌକିକ ପ୍ରାଣୀମାନଙ୍କର ଅତି ଉର୍ଦ୍ଧ୍ବରେ”"

Can't render this file because it contains an unexpected character in line 2 and column 4496.