Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-20 16:34:25 +00:00
parent 9845a6b798
commit 438903d4fc
1 changed files with 15 additions and 15 deletions

View File

@ -34,21 +34,21 @@ EPH 1 11 ww9s figs-exclusive ἐκληρώθημεν προορισθέντες
EPH 1 12 gj44 figs-exclusive εἰς τὸ εἶναι ἡμᾶς 1 so that we might be the first ପୁନର୍ବାର, “**ଆମ୍ଭେମାନେ**” ଶବ୍ଦଟି ଏଫିସର ବିଶ୍ଵାସୀମାନଙ୍କୁ ନୁହେଁ, ମାତ୍ର ଯିହୂଦୀ ବିଶ୍ଵାସୀମାନଙ୍କୁ ବୁଝାଉଛି,ଯେଉଁମାନେ ପ୍ରଥମେ ସୁସମାଚାର ଶୁଣିଥିଲେ I ([[rc://en/ta/man/translate/figs-exclusive]]ଦେଖନ୍ତୁ)
EPH 1 12 zqm9 εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so we would be for the praise of his glory "ଯାହାଫଳରେ ଆମ୍ଭେମାନେ ... ତାଙ୍କ ଗୌରବ ପାଇଁ ତାଙ୍କୁ ପ୍ରଶଂସା କରିବା ପାଇଁ ଜୀବିତ"
EPH 1 12 jm4j figs-exclusive εἰς τὸ εἶναι ἡμᾶς, εἰς ἔπαινον δόξης αὐτοῦ 1 so that we might be the first ... so we would be for the praise
EPH 1 13 j1zc 0 General Information: ପୂର୍ବବର୍ତ୍ତୀ ଦୁଇଟି ପଦରେ ପାଉଲ ଆପଣା ବିଷୟରେ ଓ ଅନ୍ୟ ଯିହୂଦୀମାନଙ୍କ ବିଷୟରେ କହି ଆସୁଛନ୍ତି, କିନ୍ତୁ ବର୍ତ୍ତମାନ ସେ ଏଫିସୀୟ ବିଶ୍ବାସୀମାନଙ୍କ ବିଷୟରେ କହିବାକୁ ଆରମ୍ଭ କରୁଛନ୍ତି I
EPH 1 13 ac1e τὸν λόγον τῆς ἀληθείας 1 the word of truth ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସତ୍ୟ ବିଷୟକ ବାକ୍ୟ” ) “ସତ୍ୟ ବାକ୍ୟ”
EPH 1 13 qgf9 figs-metaphor ἐσφραγίσθητε τῷ Πνεύματι τῆς ἐπαγγελίας, τῷ Ἁγίῳ 1 were sealed with the promised Holy Spirit ପତ୍ରଟି କିଏ ଲେଖିଛନ୍ତି, ତାହାଙ୍କୁ ଦର୍ଶାଇବା ନିମନ୍ତେ ପତ୍ର ଉପରେ ମହମ ଲଗାଇ ଏକ ଚିହ୍ନ ସହିତ ମୁଦ୍ରାଙ୍କନ କରାଯାଉଥିଲା I ଆମ୍ଭେମାନେ ଯେ ତାହାଙ୍କର ଅଟୁ ଆମ୍ଭମାନଙ୍କୁଏହି ନିଶ୍ଚିତ ବୋଧ ଦେବାକୁ ଈଶ୍ର କିପରି ପବିତ୍ର ଆତ୍ମାଙ୍କୁ ବ୍ୟବହାର କରିଛନ୍ତି, ତାହା ଦେଖାଇବାକୁ ପାଉଲ ଏହି ପରମ୍ପରାକୁ ଗୋଟିଏ ପ୍ରତିଛବି ଭାବରେ ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
EPH 1 14 g6dw figs-metaphor ἀρραβὼν τῆς κληρονομίας ἡμῶν 1 the guarantee of our inheritance ଈଶ୍ର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ ହେଉଅଛି I ବିକଳ୍ପ ଅନୁବାଦ: “ଈଶ୍ବର ଯାହା ପ୍ରତିଜ୍ଞା କରିଅଛନ୍ତି, ଆମ୍ଭେମାନେ ଯେ ତାହା ପ୍ରାପ୍ତହେବା ତହିଁର ନିଶ୍ଚିତତା” (ଦେଖ: [[rc://en/ta/man/translate/figs-metaphor]])
EPH 1 15 d9qy 0 Connecting Statement: ପାଉଲ ଏଫିସୀୟ ବିଶ୍ାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଓ ଖ୍ରୀଷ୍ଟଙ୍କ ଦ୍ବାରା ବିଶ୍ବାସୀମାନେ ପ୍ରାପ୍ତ ହୋଇଥିବା ଶକ୍ତି ନିମନ୍ତେ ଈଶ୍ରଙ୍କର ପ୍ରଶଂସା କରୁଛନ୍ତି I
EPH 1 16 scy9 figs-litotes οὐ παύομαι εὐχαριστῶν 1 I have not stopped thanking God ପାଉଲ “କ୍ଷାନ୍ତ ହେଉ ନାହିଁ” ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି I ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ରଙ୍କର ଧନ୍ୟବାଦ ଦେଉଅଛି” (ଦେଖ: [[rc://en/ta/man/translate/figs-litotes]])
EPH 1 17 b7l1 πνεῦμα σοφίας καὶ ἀποκαλύψεως, ἐν ἐπιγνώσει αὐτοῦ 1 a spirit of wisdom and revelation in the knowledge of him ତାହାଙ୍କର ପ୍ରକାଶନ ବୁଝିବାକୁ ଆତ୍ମିକ ଜ୍ଞାନ
EPH 1 18 gbl7 figs-metonymy πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏଠାରେ “ହୃଦୟ” ଗୋଟିଏ ରୂପକ ଯାହା ମନୁଷ୍ୟର ମନକୁ ବୁଝାଏ I “ଆନ୍ତରିକ ଚକ୍ଷୁ” ବାକ୍ୟାଂଶଟି ଗୋଟିଏ ରୂପକ ଯାହା ଜଣକର ଜ୍ଞାନ ଲାଭ କରିବାର ଦକ୍ଷତାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜ୍ଞାନ ପ୍ରାପ୍ତ ହୋଇ ଆଲୋକିତ ହୋଇପାରିବ” (ଦେଖ: [[rc://en/ta/man/translate/figs-metonymy]] ଓ [[rc://en/ta/man/translate/figs-metaphor]])
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ କାଳ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ତୁମ୍ଭମାନଙ୍କର ହୃଦୟକୁ ଆଲୋକିତ କରିବେ” କିମ୍ବା “ଯେପରି ଈଶ୍ର ତୁମ୍ଭମାନଙ୍କର ଜ୍ଞାନକୁ ଆଲୋକିତ କରିବେ” (ଦେଖ: [[rc://en/ta/man/translate/figs-activepassive]])
EPH 1 18 m5j5 πεφωτισμένους 1 enlightened ଦେଖାଯିବା ନିମନ୍ତେ
EPH 1 18 h6ig figs-metaphor τῆς κληρονομίας 1 inheritance ଈଶ୍ବର ବିଶ୍ବାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ଉତ୍ତରାଧିକାର ସ୍ବରୂପେ ପ୍ରାପ୍ତ ହେଉଅଛି I (ଦେଖ: [[rc://en/ta/man/translate/figs-metaphor]])
EPH 1 18 lg8h ἐν τοῖς ἁγίοις 1 all God's holy people ଯେଉଁମାନଙ୍କୁ ସେ ଆପଣା ନିମନ୍ତେ ପୃଥକ୍ କରିଅଛନ୍ତି କିମ୍ବା “ଯେଉଁମାନେ ସମ୍ପୂର୍ଣ୍ଣଭାବରେ ତାହାଙ୍କର ହୋଇଅଛନ୍ତି”
EPH 1 19 t7lx τὸ ὑπερβάλλον μέγεθος τῆς δυνάμεως αὐτοῦ 1 the incomparable greatness of his power ଈଶ୍ବରଙ୍କ ଶକ୍ତି ସମସ୍ତ ଶକ୍ତି ଠାରୁ ଅତ୍ୟଧିକ ଅଟେ I
EPH 1 19 die1 εἰς ἡμᾶς, τοὺς πιστεύοντας 1 toward us who believe ପୁଣି ବିଶ୍ବାସୀ ଯେ ଆମ୍ଭେମାନେ,
EPH 1 19 e6g2 τὴν ἐνέργειαν τοῦ κράτους τῆς ἰσχύος αὐτοῦ 1 the working of his great strength ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର କାର୍ଯ୍ୟସାଧକ ମହାନ ଶକ୍ତି
EPH 1 13 j1zc 0 General Information: ପୂର୍ବବର୍ତ୍ତୀ ଦୁଇଟି ପଦରେ ପାଉଲ ଆପଣା ବିଷୟରେ ଏବଂ ଅନ୍ୟ ଯିହୂଦୀମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, କିନ୍ତୁ ବର୍ତ୍ତମାନ ସେ ଏଫିସୀୟ ବିଶ୍ଵାସୀମାନଙ୍କ ବିଷୟରେ ଉଲ୍ଲେଖ କରିବା ଆରମ୍ଭ କରନ୍ତି I
EPH 1 13 ac1e τὸν λόγον τῆς ἀληθείας 1 the word of truth ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ସତ୍ୟ ବିଷୟକ ବାକ୍ୟ” (2) “ସତ୍ୟ ବାକ୍ୟ”
EPH 1 13 qgf9 figs-metaphor ἐσφραγίσθητε τῷ Πνεύματι τῆς ἐπαγγελίας, τῷ Ἁγίῳ 1 were sealed with the promised Holy Spirit ପତ୍ରଟି କିଏ ଲେଖିଛନ୍ତି, ତାହାଙ୍କୁ ଦର୍ଶାଇବା ନିମନ୍ତେ ପତ୍ର ଉପରେ ମହମ ଲଗାଇ ଏକ ଚିହ୍ନ ସହିତ ମୁଦ୍ରାଙ୍କନ କରାଯାଉଥିଲା I ଆମ୍ଭେମାନେ ଯେ ତାହାଙ୍କର ଅଟୁ ଆମ୍ଭମାନଙ୍କୁଏହି ନିଶ୍ଚିତ ବୋଧ ଦେବାକୁ ଈଶ୍ର କିପରି ପବିତ୍ର ଆତ୍ମାଙ୍କୁ ବ୍ୟବହାର କରିଛନ୍ତି, ତାହା ଦେଖାଇବାକୁ ପାଉଲ ଏହି ପରମ୍ପରାକୁ ଗୋଟିଏ ପ୍ରତିଛବି ଅଭିବ୍ୟକ୍ତିରେ ବ୍ୟବହାର କରୁଛନ୍ତି I ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 14 g6dw figs-metaphor ἀρραβὼν τῆς κληρονομίας ἡμῶν 1 the guarantee of our inheritance ଈଶ୍ର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ କରେ I ବିକଳ୍ପ ଅନୁବାଦ: “ପ୍ରାରମ୍ଭିକ ଅଂଶ ଯାହାକୁ ଈଶ୍ଵର ଆମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଛନ୍ତି ତାହା ଗ୍ରହଣ କରିବା” କିମ୍ବା “ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ଆମ୍ଭେମାନେ ଯେ ତାହା ପ୍ରାପ୍ତହେବା ତହିଁର ନିଶ୍ଚିତତା” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 15 d9qy 0 Connecting Statement: ପାଉଲ ଏଫିସୀୟ ବିଶ୍ାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଏବଂ ଖ୍ରୀଷ୍ଟଙ୍କ  ଦ୍ଵାରା ବିଶ୍ଵାସୀମାନେ ପ୍ରାପ୍ତ ହୋଇଥିବା ଶକ୍ତି ନିମନ୍ତେ ଈଶ୍ରଙ୍କର ପ୍ରଶଂସା କରୁଛନ୍ତି I
EPH 1 16 scy9 figs-litotes οὐ παύομαι εὐχαριστῶν 1 I have not stopped thanking God ପାଉଲ “**କ୍ଷାନ୍ତ ହେଉ ନାହିଁ**” ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି I ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ରଙ୍କର ଧନ୍ୟବାଦ ଦେଉଅଛି” ([[rc://en/ta/man/translate/figs-litotes]]ଦେଖନ୍ତୁ)
EPH 1 17 b7l1 πνεῦμα σοφίας καὶ ἀποκαλύψεως, ἐν ἐπιγνώσει αὐτοῦ 1 a spirit of wisdom and revelation in the knowledge of him ତାହାଙ୍କର ପ୍ରକାଶନ ବୁଝିବାକୁ ଆତ୍ମିକ ଜ୍ଞାନ
EPH 1 18 gbl7 figs-metonymy πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏଠାରେ “**ହୃଦୟ**” ଗୋଟିଏ ରୂପକ ଯାହା ମନୁଷ୍ୟର ମନକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜ୍ଞାନ ପ୍ରାପ୍ତ ହୋଇ ଆଲୋକିତ ହୋଇପାରିବ” ([[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏହାକୁ ଗୋଟିଏ କର୍ତ୍ତୃବାଚ୍ୟ କାଳ ଅଭିବ୍ୟକ୍ତିରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ତୁମ୍ଭମାନଙ୍କର ହୃଦୟକୁ ଆଲୋକିତ କରିବେ” କିମ୍ବା “ଯେପରି ଈଶ୍ର ତୁମ୍ଭମାନଙ୍କର ଜ୍ଞାନକୁ ଆଲୋକିତ କରିବେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 18 m5j5 πεφωτισμένους 1 enlightened "ତାହା … ଦେଖିବା ପାଇଁ ସାମର୍ଥ୍ୟ ପ୍ରଦାନ କରାଯିବ"
EPH 1 18 h6ig figs-metaphor τῆς κληρονομίας 1 inheritance ଈଶ୍ଵର ବିଶ୍ଵାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ଉତ୍ତରାଧିକାର ସ୍ଵରୂପେ ପ୍ରାପ୍ତ କରେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 18 lg8h ἐν τοῖς ἁγίοις 1 all God's holy people ଯେଉଁମାନଙ୍କୁ ସେ ଆପଣା ନିମନ୍ତେ ପୃଥକ୍ କରିଅଛନ୍ତି କିମ୍ବା “ଯେଉଁମାନେ ସମ୍ପୂର୍ଣ୍ଣଭାବରେ ତାହାଙ୍କର ହୋଇଅଛନ୍ତି”
EPH 1 19 t7lx τὸ ὑπερβάλλον μέγεθος τῆς δυνάμεως αὐτοῦ 1 the incomparable greatness of his power “ଈଶ୍ଵରଙ୍କ ଶକ୍ତି ସମସ୍ତ ଶକ୍ତି ଠାରୁ ଅତ୍ୟଧିକ ଅଟେ
EPH 1 19 die1 εἰς ἡμᾶς, τοὺς πιστεύοντας 1 toward us who believe “ପୁଣି ବିଶ୍ଵାସୀ ଯେ ଆମ୍ଭେମାନେ”
EPH 1 19 e6g2 τὴν ἐνέργειαν τοῦ κράτους τῆς ἰσχύος αὐτοῦ 1 the working of his great strength ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର କାର୍ଯ୍ୟସାଧକ ମହାନ ଶକ୍ତି
EPH 1 20 dc4l ἐγείρας αὐτὸν 1 raised him ତାହାଙ୍କୁ ସମସ୍ତ ମୃତମାନଙ୍କ ମଧ୍ୟରୁ ପୁନର୍ବାର ଜୀବିତ କରିଅଛି I
EPH 1 20 pu97 ἐκ νεκρῶν 1 from the dead ଏହି ଭାବ ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I
EPH 1 20 ekj4 figs-metonymy καθίσας ἐν δεξιᾷ αὐτοῦ, ἐν τοῖς ἐπουρανίοις 1 seated him at his right hand in the heavenly places ଯେଉଁ ଲୋକ ଜଣେ ରାଜାଙ୍କର “ଦକ୍ଷିଣ ପାର୍ଶ୍ବରେ” ଉପବିଷ୍ଟ ହୁଏ, ସେ ତାହାଙ୍କର ଡାହାଣ ପାଖରେ ଉପବିଷ୍ଟ ହୋଇ ଯେଉଁ ରାଜାଙ୍କର ଦକ୍ଷିଣ ପାଖରେ ସେ ଉପବିଷ୍ଟ, ତାହାଙ୍କର ସମସ୍ତ ଅଧିକାର ସହିତ ଶାସନ କରେ I ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନର ରୂପକ ଯାହା ସେ ସେହି ସ୍ଥାନର ଅଧିକର୍ତ୍ତାଙ୍କଠାରୁ ପ୍ରାପ୍ତ ହୋଇଥାଏ I ବିକଳ୍ପ ଅନୁବାଦ: “ସ୍ବର୍ଗରୁ ରାଜତ୍ବ କରିବା ନିମନ୍ତେ ତାହାଙ୍କୁ ସମସ୍ତ ଅଧିକାର ଦେଲେ” (ଦେଖ: [[rc://en/ta/man/translate/figs-metonymy]])

Can't render this file because it contains an unexpected character in line 2 and column 4496.