Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-20 16:29:16 +00:00
parent 05a99026a5
commit 0316d9a0be
1 changed files with 12 additions and 12 deletions

View File

@ -3,7 +3,7 @@ EPH front intro e3di 0 # ଏଫିସୀୟ ପୁସ୍ତକର ପରି
EPH 1 intro fg42 0 # ଏଫିସୀୟ 01 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

### “ମୁଁ ପ୍ରାର୍ଥନା କରେ”

ପାଉଲ ଏହି ଅଧ୍ୟାୟର କିଛି ଅଂଶକୁ ଈଶ୍ଵରଙ୍କ ପ୍ରତି ପ୍ରଶଂସାର ପ୍ରାର୍ଥନା ଅଭିବ୍ୟକ୍ତି  ରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ଵରଙ୍କୁ କଥା କହୁନାହାନ୍ତି I ସେ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I ସେ ମଧ୍ୟ ଏଫିସୀୟମାନଙ୍କୁ କହୁଛନ୍ତି ଯେ ସେ ସେମାନଙ୍କ ନିମନ୍ତେ କିପରି ପ୍ରାର୍ଥନା କରୁଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ପୂର୍ବ ନିରୂପଣ

ଅନେକ ଜ୍ଞାନୀବ୍ୟକ୍ତି ବିଶ୍ଵାସ କରନ୍ତି ଯେ ଏହି ଅଧ୍ୟାୟ “ପୂର୍ବ ନିରୂପଣ” ବୋଲି କୁହାଯାଉଥିବା ବିଷୟ ଉପରେ ଶିକ୍ଷା ଦେଇଥାଏ I ଏହା ବାଇବେଲଭିତ୍ତିକ ଧାରଣା “ପୂର୍ବ ନିର୍ଦ୍ଧାରଣ” ସମ୍ବନ୍ଧିତ ଅଟେ I କେତେକ ଜ୍ଞାନୀବ୍ୟକ୍ତି ଏହାକୁ ନେଇ ସୂଚାଇଥାନ୍ତି ଯେ ଜଗତର ପତ୍ତନାବଧି କେତେକ ଲୋକଙ୍କୁ ଅନନ୍ତକାଳ ନିମନ୍ତେ ପରିତ୍ରାଣ ଦେବା ନିମନ୍ତେ ଈଶ୍ଵର ମନୋନୀତ କରିସାରିଛନ୍ତି I ଏହି ବିଷୟ ଉପରେ ବାଇବେଲ କ’ଣ  ଶିକ୍ଷା ଦିଏ, ସେ ସମ୍ବନ୍ଧରେ ଖ୍ରୀଷ୍ଟିୟାନମାନେ ବିଭିନ୍ନ ମତ ଦିଅନ୍ତି I ସେଥିପାଇଁ ଏହି ଅଧ୍ୟାୟକୁ ଅନୁବାଦ କରିବା ସମୟରେ ଅନୁବାଦକମାନେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ I ([[rc://en/tw/dict/bible/kt/predestine]]ଦେଖନ୍ତୁ)
EPH 1 1 kx1g figs-you 0 General Information: ଏଫିସୀୟ ମଣ୍ଡଳୀର ବିଶ୍ଵାସୀମାନଙ୍କୁ ଲେଖୁଥିବା ଏହି ପତ୍ରରେ ପାଉଲ ଆପଣାକୁ ଲେଖକ ବୋଲି ଉଲ୍ଲେଖ କରନ୍ତି I ଟିପ୍ପଣୀ ଦିଆଯାଇଥିବା ସ୍ଥାନ ବ୍ୟତୀତ, ସମସ୍ତ “ତୁମ୍ଭେମାନେ” ଏବଂ “ତୁମ୍ଭମାନଙ୍କ” ବହୁବାଚକ ଶବ୍ଦଗୁଡ଼ିକ ଏଫିସୀୟ ବିଶ୍ଵାସୀମାନଙ୍କୁ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ I[[rc://en/ta/man/translate/figs-you]])ଦେଖନ୍ତୁ)
EPH 1 1 ilf2 Παῦλος, ἀπόστολος Χριστοῦ Ἰησοῦ 1 Paul, an apostle ... to God's holy people in Ephesus ଆପଣଙ୍କ ଭାଷାରେ  ହୁଏତ ଗୋଟିଏ ପତ୍ରର ଲେଖକଙ୍କୁ ଏବଂ ଏହାର ପ୍ରାପକମାନଙ୍କୁ ପରିଚୟ କରାଇବାର କୌଣସି ନିର୍ଦ୍ଦିଷ୍ଟ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ମୁଁ ପାଉଲ, ଜଣେ ପ୍ରେରିତ …ତୁମ୍ଭମାନଙ୍କ ନିକଟକୁ, ଅର୍ଥାତ୍ ଏଫିସରେ ଥିବା ଈଶ୍ଵରଙ୍କ ପବିତ୍ର ଲୋକମାନଙ୍କ ନିକଟକୁ ଏହି ପତ୍ର ଲେଖୁଅଛି”
EPH 1 1 u73p figs-metaphor τοῖς οὖσιν καὶ πιστοῖς ἐν Χριστῷ Ἰησοῦ 1 who are faithful in Christ Jesus **ଖ୍ରୀଷ୍ଟ ଯୀଶୁ**ଙ୍କଠାରେ ଏବଂ ସେହି ପରି ଅଭିବ୍ୟକ୍ତିଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ରଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଯଥାସମ୍ଭବ ଏକ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ, ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ଦ୍ୱାରା ଘେରି ରହିଥିବା ଚିତ୍ରଣ କରେ I ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କ ଘନିଷ୍ଠ ସଂପର୍କରେ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 1 u73p figs-metaphor τοῖς οὖσιν καὶ πιστοῖς ἐν Χριστῷ Ἰησοῦ 1 who are faithful in Christ Jesus **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସେହି ପରି ଅଭିବ୍ୟକ୍ତିଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ରଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଯଥାସମ୍ଭବ ଏକ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ, ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ଦ୍ୱାରା ଘେରି ରହିଥିବା ଚିତ୍ରଣ କରେ I ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କ ଘନିଷ୍ଠ ସଂପର୍କରେ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 2 x9ey χάρις ὑμῖν καὶ εἰρήνη 1 Grace to you and peace ଏହା ଗୋଟିଏ ସାଧାରଣ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ଯାହା ପାଉଲ ପ୍ରାୟତଃ ଆପଣା ପତ୍ରଗୁଡ଼ିକର ଆରମ୍ଭରେ ବ୍ୟବହାର କରନ୍ତି I ଆପଣଙ୍କ ଭାଷାରେ ଏକ ଗଠନ ବ୍ୟବହାର କରନ୍ତୁ ଯାହା ସ୍ପଷ୍ଟ କରେ ଯେ ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ I
EPH 1 3 lm67 figs-inclusive 0 General Information: ଏହି ପୁସ୍ତକରେ ଉଲ୍ଲେଖିତ “ଆମ୍ଭମାନଙ୍କୁ” ଏବଂ “ଆମ୍ଭେମାନେ” ଶବ୍ଦଗୁଡ଼ିକ ପାଉଲଙ୍କୁ, ଏଫିସର ବିଶ୍ଵାସୀମାନଙ୍କୁ, ତଥା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ I ([[rc://en/ta/man/translate/figs-inclusive]]ଦେଖନ୍ତୁ)
EPH 1 3 zdh3 0 Connecting Statement: ପାଉଲ ଈଶ୍ଵରଙ୍କ ସମ୍ମୁଖରେ ବିଶ୍ଵାସୀମାନଙ୍କର ସ୍ଥିତି ଏବଂ ସୁରକ୍ଷା ସମ୍ବନ୍ଧରେ ଉଲ୍ଲେଖ କରି ଆପଣା ପତ୍ର ଆରମ୍ଭ କରନ୍ତି I
@ -12,18 +12,18 @@ EPH 1 3 cr9h ὁ εὐλογήσας ἡμᾶς 1 who has blessed us କାର
EPH 1 3 m8qh πάσῃ εὐλογίᾳ πνευματικῇ 1 every spiritual blessing ସମସ୍ତ ଆଶୀର୍ବାଦ ଈଶ୍ଵରଙ୍କ ଆତ୍ମାଙ୍କଠାରୁ ଆସୁଅଛି
EPH 1 3 j2lk ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ I “**ସ୍ଵର୍ଗୀୟ**” ଶବ୍ଦଟି ଈଶ୍ଵର ଥିବା ସ୍ଥାନକୁ ବୁଝାଏ I
EPH 1 3 v9qz figs-metaphor ἐν Χριστῷ 1 in Christ
EPH 1 4 ibv6 figs-doublet ἁγίους καὶ ἀμώμους 1 holy and blameless ନୈତିକ ଉତ୍ତମତାକୁ ଗୁରୁତ୍ବ ଦେବାପାଇଁ ପାଉଲ ଦୁଇଟି ଏକାଭଳି ଶବ୍ଦ ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]])
EPH 1 5 fp7l 0 General Information: “ତାହାଙ୍କ” ଓ “ସେ” ଶବ୍ଦଗୁଡିକ ଈଶ୍ବରଙ୍କୁ ବୁଝାଏ I
EPH 1 5 h7pn figs-inclusive προορίσας ἡμᾶς εἰς υἱοθεσίαν 1 God chose us beforehand for adoption “ଆମ୍ଭମାନଙ୍କୁ” ଶବ୍ଦ ପାଉଲ, ଏଫିସୀୟ ମଣ୍ଡଳୀ ଓ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପୁତ୍ର ସ୍ବରୂପେ ଗ୍ରହଣ କରିବାପାଇଁ ଈଶ୍ବର ବହୁ ପୂର୍ବରୁ ଯୋଜନା କରିଥିଲେ” (ଦେଖ: [[rc://en/ta/man/translate/figs-inclusive]])
EPH 1 5 pq1x προορίσας ἡμᾶς 1 God chose us beforehand ସମୟର ପୂର୍ବେ ଈଶ୍ବର ଆମ୍ଭମାନଙ୍କୁ ମନୋନୀତ କଲେ କିମ୍ବା ବହୁ ପୂର୍ବରୁ ଈଶ୍ବର ଆମ୍ଭମାନଙ୍କୁ ମନୋନୀତ କଲେ"
EPH 1 5 e6f6 figs-gendernotations εἰς υἱοθεσίαν 1 for adoption as sons ଏଠାରେ “ପୁତ୍ର ସ୍ବରୂପେ ଗ୍ରହଣ କରିବା” ଈଶ୍ବରଙ୍କ ପରିବାରର ଅଂଶ ହେବା ବିଷୟକୁ ବୁଝାଏ I ଏଠାରେ “ପୁତ୍ର” ଶବ୍ଦଟି ପୁରୁଷ ଓ ସ୍ତ୍ରୀଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କର ପୋଷ୍ୟସନ୍ତାନସନ୍ତତି ହେବାକୁ” (ଦେଖ: [[rc://en/ta/man/translate/figs-gendernotations]])
EPH 1 5 ciu3 διὰ Ἰησοῦ Χριστοῦ 1 through Jesus Christ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟଦ୍ବାରା ଈଶ୍ବର ବିଶ୍ବାସୀମାନଙ୍କୁ ତାହାଙ୍କର ପରିବାର ମଧ୍ୟକୁ ଆଣିଲେ
EPH 1 6 s9qk ἐχαρίτωσεν ἡμᾶς ἐν τῷ ἠγαπημένῳ 1 he has freely given us in the One he loves. ସେ ତାହା ଆମ୍ଭମାନଙ୍କୁ ଅନୁଗ୍ରହକରି ତାହାଙ୍କ ପ୍ରିୟତମଙ୍କ ଦ୍ବାରା ପ୍ରଦାନ କରିଛନ୍ତି
EPH 1 4 ibv6 figs-doublet ἁγίους καὶ ἀμώμους 1 holy and blameless ନୈତିକ ଉତ୍ତମତାକୁ ଗୁରୁତ୍ଵ ଦେବାପାଇଁ ପାଉଲ ଏହି ଦୁଇଟି ଶବ୍ଦ ବ୍ୟବହାର କରନ୍ତି I ଯଦି ଆପଣଙ୍କ ଭାଷାରେ ଦୁଇଟି ସମାନ ଶବ୍ଦ ନାହିଁ ତେବେ ଆପଣ UST ପରି ଉଭୟ ଶବ୍ଦ ପାଇଁ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ I ([[rc://en/ta/man/translate/figs-doublet]]ଦେଖନ୍ତୁ)
EPH 1 5 fp7l 0 General Information: “ତାହାଙ୍କ” ଏବଂ “ସେ” ଶବ୍ଦଗୁଡ଼ିକ ଈଶ୍ଵରଙ୍କୁ ବୁଝାଏ I
EPH 1 5 h7pn figs-inclusive προορίσας ἡμᾶς εἰς υἱοθεσίαν 1 God chose us beforehand for adoption “**ଆମ୍ଭମାନଙ୍କୁ**” ଶବ୍ଦ ପାଉଲ, ଏଫିସୀୟ ମଣ୍ଡଳୀ ଏବଂ ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପୁତ୍ର ସ୍ଵରୂପେ ଗ୍ରହଣ କରିବାପାଇଁ ଈଶ୍ଵର ବହୁ ପୂର୍ବରୁ ଯୋଜନା କରିଥିଲେ” ([[rc://en/ta/man/translate/figs-inclusive]]ଦେଖନ୍ତୁ)
EPH 1 5 pq1x προορίσας ἡμᾶς 1 God chose us beforehand “ସମୟର ପୂର୍ବେ ଈଶ୍ଵର ଆମ୍ଭମାନଙ୍କୁ ମନୋନୀତ କଲେ” କିମ୍ବା “ବହୁ ପୂର୍ବରୁ ଈଶ୍ଵର ଆମ୍ଭମାନଙ୍କୁ ମନୋନୀତ କଲେ"
EPH 1 5 e6f6 figs-gendernotations εἰς υἱοθεσίαν 1 for adoption as sons ଏଠାରେ, **ପୋଷ୍ୟ** ଈଶ୍ଵରଙ୍କ ପରିବାରର ଅଂଶ ହେବା ବିଷୟକୁ ବୁଝାଏ I ବିକଳ୍ପ ଅନୁବାଦ: “ତାହାଙ୍କର ସନ୍ତାନସନ୍ତତି ହେବାକୁ” [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 1 5 ciu3 διὰ Ἰησοῦ Χριστοῦ 1 through Jesus Christ ଯୀଶୁଖ୍ରୀଷ୍ଟଙ୍କର କାର୍ଯ୍ୟ ଦ୍ଵାରା ଈଶ୍ଵର ବିଶ୍ଵାସୀମାନଙ୍କୁ ତାହାଙ୍କର ପରିବାର ମଧ୍ୟକୁ ଆଣିଲେ
EPH 1 6 s9qk ἐχαρίτωσεν ἡμᾶς ἐν τῷ ἠγαπημένῳ 1 he has freely given us in the One he loves. ସେ ତାହା ଆମ୍ଭମାନଙ୍କୁ ଅନୁଗ୍ରହକରି ତାହାଙ୍କ ପ୍ରିୟତମଙ୍କ  ଦ୍ଵାରା ପ୍ରଦାନ କରିଛନ୍ତି
EPH 1 6 x7jp τῷ ἠγαπημένῳ 1 the One he loves ପ୍ରିୟତମ, ଯୀଶୁଖ୍ରୀଷ୍ଟ କିମ୍ବା “ତାହାଙ୍କର ପ୍ରିୟତମ ପୁତ୍ର”
EPH 1 7 m9l4 figs-metaphor τὸ πλοῦτος τῆς χάριτος αὐτοῦ 1 riches of his grace ପାଉଲ ଈଶ୍ରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ତାହା ପାର୍ଥିବ ସମ୍ପତ୍ତି ଅଟେ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଅନୁଗ୍ରହର ମହାନତା” କିମ୍ବା “ଈଶ୍ବରଙ୍କ ଅନୁଗ୍ରହର ପ୍ରଚୁରତା” (ଦେଖ: [[rc://en/ta/man/translate/figs-metaphor]])
EPH 1 8 pg6j ἧς ἐπερίσσευσεν εἰς ἡμᾶς 1 He lavished this grace upon us ସେ ଆମ୍ଭମାନଙ୍କୁ ଏହି ପରିମାଣର ଅନୁଗ୍ରହ ଦେଲେ” କିମ୍ବା “ସେ ଆମ୍ଭମାନଙ୍କ ପ୍ରତି ଅତ୍ୟଧିକ ଦୟାଳୁ ହୋଇଅଛନ୍ତି”
EPH 1 8 sw98 ἐν πάσῃ σοφίᾳ καὶ φρονήσει 1 with all wisdom and understanding ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ତାହାଙ୍କର ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଅଛି” ) “ଯେପରି ଆମ୍ଭେମାନେ ମହା ଜ୍ଞାନ ଓ ବୁଦ୍ଧି ପାଇପାରିବା”
EPH 1 9 v71p κατὰ τὴν εὐδοκίαν αὐτοῦ 1 according to what pleased him ସମ୍ଭାବିତ ଅର୍ଥଗୁଡିକ ହେଲା ୧) “କାରଣ ସେ ତାହା ଜ୍ଞାତ କରାଇଅଛନ୍ତି” କିମ୍ବା ) “ଯାହା ସେ ସଂକଳ୍ପ କରିଥିଲେ”
EPH 1 7 m9l4 figs-metaphor τὸ πλοῦτος τῆς χάριτος αὐτοῦ 1 riches of his grace ପାଉଲ ଈଶ୍ରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ତାହା ପାର୍ଥିବ ସମ୍ପତ୍ତି ଅଟେ I ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଅନୁଗ୍ରହର ମହାନତା” କିମ୍ବା “ଈଶ୍ଵରଙ୍କ ଅନୁଗ୍ରହର ପ୍ରଚୁରତା” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 8 pg6j ἧς ἐπερίσσευσεν εἰς ἡμᾶς 1 He lavished this grace upon us ସେ ଆମ୍ଭମାନଙ୍କୁ ଏହି ପରିମାଣର ଅନୁଗ୍ରହ ଦେଲେ” କିମ୍ବା “ସେ ଆମ୍ଭମାନଙ୍କ ପ୍ରତି ଅତ୍ୟଧିକ ଦୟାଳୁ ହୋଇଅଛନ୍ତି”
EPH 1 8 sw98 ἐν πάσῃ σοφίᾳ καὶ φρονήσει 1 with all wisdom and understanding ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “କାରଣ ତାହାଙ୍କର ସମସ୍ତ ପ୍ରକାର ଜ୍ଞାନ ଏବଂ ବୁଦ୍ଧି ଅଛି” (2) “ଯେପରି ଆମ୍ଭେମାନେ ମହା ଜ୍ଞାନ ଏବଂ ବୁଦ୍ଧି ପାଇପାରିବା”
EPH 1 9 v71p κατὰ τὴν εὐδοκίαν αὐτοῦ 1 according to what pleased him ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “କାରଣ ସେ ତାହା ଆମ୍ଭମାନଙ୍କୁ ଜ୍ଞାତ କରାଇ ଅଛନ୍ତି” କିମ୍ବା (2) “ଯାହା ସେ ସଂକଳ୍ପ କରିଥିଲେ”
EPH 1 9 c2uk ἣν προέθετο ἐν αὐτῷ 1 which he demonstrated in Christ ସେ ଖ୍ରୀଷ୍ଟଙ୍କଠାରେ ଏହି ଉଦ୍ଦେଶ୍ୟ ଦେଖାଇଅଛନ୍ତି
EPH 1 9 u53h ἐν αὐτῷ 1 in Christ ଖ୍ରୀଷ୍ଟଙ୍କ ଦ୍ବାରା
EPH 1 10 n2sl εἰς οἰκονομίαν 1 with a view to a plan ଏଠାରେ ଗୋଟିଏ ନୂଆ ବାକ୍ୟକୁ ଆରମ୍ଭ କରାଯାଇପାରିବ I ବିକଳ୍ପ ଅନୁବାଦ: “ଗୋଟିଏ ଯୋଜନା ଉପରେ ଦୃଷ୍ଟିରଖି ସେ ଏହା କଲେ” କିମ୍ବା “ଗୋଟିଏ ଯୋଜନା ବିଷୟ ଚିନ୍ତାକରି ସେ ଏହା କଲେ”

Can't render this file because it contains an unexpected character in line 2 and column 4496.