Update 'en_tn_50-EPH.tsv'

This commit is contained in:
shojo john 2021-08-11 13:55:44 +00:00
parent 1ce135b319
commit 8bf11f2999
1 changed files with 1 additions and 2 deletions

View File

@ -285,8 +285,7 @@ EPH 5 27 jvi4 figs-doublet ἁγία καὶ ἄμωμος 1 holy and without fa
EPH 5 28 wp8b figs-explicit ὡς τὰ ἑαυτῶν σώματα 1 as their own bodies ଲୋକମାନେ ଯେ ଆପଣା ଆପଣା ଶରୀରକୁ ପ୍ରେମ କରନ୍ତି ଏହା ଯେପରି ସ୍ପଷ୍ଟ ଭାବରେ କୁହା ଯାଇପାରିବ I ବିକଳ୍ପ ଅନୁବାଦ: “ସ୍ବାମୀମାନେ ଯେପରି ଆପଣା ଆପଣା ଶରୀରକୁ ପ୍ରେମ କରନ୍ତି” (ଦେଖ: [[rc://en/ta/man/translate/figs-explicit]])
EPH 5 29 h5aa ἀλλὰ ἐκτρέφει 1 but nourishes କିନ୍ତୁ ପ୍ରତିପାଳନ କରନ୍ତି
EPH 5 30 h44f figs-metaphor μέλη ἐσμὲν τοῦ σώματος αὐτοῦ 1 we are members of his body ଏଠାରେ ପାଉଲ ଖ୍ରୀଷ୍ଟଙ୍କ ସହିତ ବିଶ୍ବାସୀମାନଙ୍କର ଘନିଷ୍ଠ ସମ୍ମିଳନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ, ଯେଉଁସବୁର ସେ ସ୍ବାଭାବିକଭାବେ ଯତ୍ନ ନେବେ I (ଦେଖ: [[rc://en/ta/man/translate/figs-metaphor]])
EPH 5 31 yp23 0 General Information: ଏହି ଉଦ୍ଧୃତିଟି ପୁରାତନ ନିୟମର ମୋଶାଙ୍କ ଲେଖାରୁ ଆସିଅଛି I
EPH 5 31 yp23 0 General Information: “ତାହାଙ୍କ” ଓ “ଆପଣାକୁ” ଶବ୍ଦଗୁଡିକ ବିବାହ କରୁଥିବା ଜଣେ ପୁରୁଷ ବିଶ୍ବାସୀକୁ ବୁଝାଏ I
EPH 5 31 yp23 0 General Information: ଏହି ଉଦ୍ଧୃତିଟି ପୁରାତନ ନିୟମର ମୋଶାଙ୍କ ଲେଖାରୁ ଆସିଅଛି I “ତାହାଙ୍କ” ଓ “ଆପଣାକୁ” ଶବ୍ଦଗୁଡିକ ବିବାହ କରୁଥିବା ଜଣେ ପୁରୁଷ ବିଶ୍ବାସୀକୁ ବୁଝାଏ I
EPH 6 intro r7c3 0 # ଏଫିସୀୟ ୦୬ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଦାସତ୍ବ
ଦାସତ୍ବ ଭଲ କି ମନ୍ଦ, ପାଉଲ ତାହା ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ବରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ବ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ I

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

### ଈଶ୍ବରଙ୍କ ସାଜସଜ୍ଜା
ଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ I(ଦେଖ: [[rc://en/tw/dict/bible/kt/spirit]] ଓ [[rc://en/ta/man/translate/figs-metaphor]])

EPH 6 1 wq46 figs-you 0 General Information: ପ୍ରଥମ ଶବ୍ଦ “ଆପଣା ଆପଣା” ବହୁବାଚକ ଅଟେ I ତତ୍ପରେ ପାଉଲ ମୋଶାଙ୍କର ଲେଖାରୁ ଉଦ୍ଧୃତ କରୁଛନ୍ତି I ମୋଶା ଇଶ୍ରାୟେଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ “ତୁମ୍ଭର” ଓ “ତୁମ୍ଭେ” ଏକବଚନ ଅଟେ I ତୁମେ ସେଗୁଡିକୁ ବହୁବାଚକ ଭାବରେ ଅନୁବାଦ କରିବାକୁ ହେବ I (ଦେଖ: [[rc://en/ta/man/translate/figs-you]])
EPH 6 1 jf17 0 Connecting Statement: ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖିଛନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଓ କର୍ତ୍ତାମାନଙ୍କୁ ଶିକ୍ଷା ଦେଉଛନ୍ତି I

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
285
286
287
288
289
290
291