or_tn_old/mrk/14/58.md

1.6 KiB

We heard him say

ଯୀଶୁ କହୁଥିବାର ଆମ୍ଭେମାନେ ଶୁଣି ଅଛୁ I “ଆମ୍ଭେ” ଶବ୍ଦ ଯୀଶୁଙ୍କ ବିରୁଦ୍ଧରେ ଯେଉଁମାନେ ମିଥ୍ୟା ସାକ୍ଷ୍ୟ ଆଣିଲେ ଓ କିନ୍ତୁ ସେ ଯେଉଁମାନଙ୍କୁ କହୁଥିଲେ ସେମାନଙ୍କୁ ମିଶାଇଲେ ନାହିଁ ସେମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)

made with hands

ଏଠାରେ “ହସ୍ତକୃତ” ମନୁଷ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ଦ୍ବାରା ନିର୍ମିତ ... ମନୁଷ୍ୟର ବିନା ସାହାଯ୍ୟରେ” କିମ୍ବା “ମନୁଷ୍ୟ ଦ୍ବାରା ନିର୍ମାଣ କରିବା ... ମନୁଷ୍ୟର ବିନା ସାହାଯ୍ୟରେ” (ଦେଖ: rc://*/ta/man/translate/figs-synecdoche)

in three days

ତିନିଦିନ ମଧ୍ୟରେ I ଏହାର ଅର୍ଥ ଯେ ତିନିଦିନ ସମୟ ମଧ୍ୟରେ ମନ୍ଦିର ତିଆରି ହୋଇଯିବ I

will build another

“ମନ୍ଦିର” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ I ଏହାକୁ ପୁନରାବୃତ୍ତି କରାଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଆଉ ଗୋଟିଏ ମନ୍ଦିର ନିର୍ମାଣ କରିବ” (ଦେଖ: rc://*/ta/man/translate/figs-ellipsis)