# We heard him say ଯୀଶୁ କହୁଥିବାର ଆମ୍ଭେମାନେ ଶୁଣି ଅଛୁ I “ଆମ୍ଭେ” ଶବ୍ଦ ଯୀଶୁଙ୍କ ବିରୁଦ୍ଧରେ ଯେଉଁମାନେ ମିଥ୍ୟା ସାକ୍ଷ୍ୟ ଆଣିଲେ ଓ କିନ୍ତୁ ସେ ଯେଉଁମାନଙ୍କୁ କହୁଥିଲେ ସେମାନଙ୍କୁ ମିଶାଇଲେ ନାହିଁ ସେମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]]) # made with hands ଏଠାରେ “ହସ୍ତକୃତ” ମନୁଷ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ଦ୍ବାରା ନିର୍ମିତ ... ମନୁଷ୍ୟର ବିନା ସାହାଯ୍ୟରେ” କିମ୍ବା “ମନୁଷ୍ୟ ଦ୍ବାରା ନିର୍ମାଣ କରିବା ... ମନୁଷ୍ୟର ବିନା ସାହାଯ୍ୟରେ” (ଦେଖ: [[rc://*/ta/man/translate/figs-synecdoche]]) # in three days ତିନିଦିନ ମଧ୍ୟରେ I ଏହାର ଅର୍ଥ ଯେ ତିନିଦିନ ସମୟ ମଧ୍ୟରେ ମନ୍ଦିର ତିଆରି ହୋଇଯିବ I # will build another “ମନ୍ଦିର” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ I ଏହାକୁ ପୁନରାବୃତ୍ତି କରାଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଆଉ ଗୋଟିଏ ମନ୍ଦିର ନିର୍ମାଣ କରିବ” (ଦେଖ: [[rc://*/ta/man/translate/figs-ellipsis]])