16 lines
1.6 KiB
Markdown
16 lines
1.6 KiB
Markdown
|
# We heard him say
|
||
|
|
||
|
ଯୀଶୁ କହୁଥିବାର ଆମ୍ଭେମାନେ ଶୁଣି ଅଛୁ I “ଆମ୍ଭେ” ଶବ୍ଦ ଯୀଶୁଙ୍କ ବିରୁଦ୍ଧରେ ଯେଉଁମାନେ ମିଥ୍ୟା ସାକ୍ଷ୍ୟ ଆଣିଲେ ଓ କିନ୍ତୁ ସେ ଯେଉଁମାନଙ୍କୁ କହୁଥିଲେ ସେମାନଙ୍କୁ ମିଶାଇଲେ ନାହିଁ ସେମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]])
|
||
|
|
||
|
# made with hands
|
||
|
|
||
|
ଏଠାରେ “ହସ୍ତକୃତ” ମନୁଷ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ଦ୍ବାରା ନିର୍ମିତ ... ମନୁଷ୍ୟର ବିନା ସାହାଯ୍ୟରେ” କିମ୍ବା “ମନୁଷ୍ୟ ଦ୍ବାରା ନିର୍ମାଣ କରିବା ... ମନୁଷ୍ୟର ବିନା ସାହାଯ୍ୟରେ” (ଦେଖ: [[rc://*/ta/man/translate/figs-synecdoche]])
|
||
|
|
||
|
# in three days
|
||
|
|
||
|
ତିନିଦିନ ମଧ୍ୟରେ I ଏହାର ଅର୍ଥ ଯେ ତିନିଦିନ ସମୟ ମଧ୍ୟରେ ମନ୍ଦିର ତିଆରି ହୋଇଯିବ I
|
||
|
|
||
|
# will build another
|
||
|
|
||
|
“ମନ୍ଦିର” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝି ହୁଏ I ଏହାକୁ ପୁନରାବୃତ୍ତି କରାଯାଇ ପାରେ I ଅନ୍ୟଏକ ଅନୁବାଦରେ: “ଆଉ ଗୋଟିଏ ମନ୍ଦିର ନିର୍ମାଣ କରିବ” (ଦେଖ: [[rc://*/ta/man/translate/figs-ellipsis]])
|