or_tn_old/mat/25/05.md

782 B

Now

ଏହା ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର ହୋଇଛି I ଏଠାରେ ଯୀଶୁ ବିବରଣୀର ଏକ ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I

while the bridegroom was delayed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ବର ଆସିବା ବିଳମ୍ବ ହେଲା” (ଦେଖ: rc://*/ta/man/translate/figs-activepassive)

they all got sleepy

ସମସ୍ତ ଦଶ କୁମାରୀ ଶୋଇ ପଡିଲେ