# Now ଏହା ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର ହୋଇଛି I ଏଠାରେ ଯୀଶୁ ବିବରଣୀର ଏକ ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I # while the bridegroom was delayed ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ବର ଆସିବା ବିଳମ୍ବ ହେଲା” (ଦେଖ: [[rc://*/ta/man/translate/figs-activepassive]]) # they all got sleepy ସମସ୍ତ ଦଶ କୁମାରୀ ଶୋଇ ପଡିଲେ