or_tn_old/mat/25/05.md

12 lines
782 B
Markdown
Raw Permalink Normal View History

2020-11-19 00:15:53 +00:00
# Now
ଏହା ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ଏହି ଶବ୍ଦ ବ୍ୟବହାର ହୋଇଛି I ଏଠାରେ ଯୀଶୁ ବିବରଣୀର ଏକ ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I
# while the bridegroom was delayed
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ବର ଆସିବା ବିଳମ୍ବ ହେଲା” (ଦେଖ: [[rc://*/ta/man/translate/figs-activepassive]])
# they all got sleepy
ସମସ୍ତ ଦଶ କୁମାରୀ ଶୋଇ ପଡିଲେ