or_tn_old/mat/11/intro.md

2.4 KiB
Raw Permalink Blame History

ମାଥିଉ ୧୧ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ଶାସ୍ତ୍ରର ଅତିରକ୍ତ ପାଠ୍ୟକ୍ରମକୁ ପୁରାତନ ନିୟମରୁ ଉଦ୍ଧୃତ କରି ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ୧୦: ୧୧ରେ ଉଦ୍ଧୃତ କରାଯାଇ ଥିବା ବିଷୟବସ୍ତୁ ସହିତ ଏହିପରି କରେ I

କିଛି ବାଇବଲ ବିଶାରଦ ବିଶ୍ବାସ କରନ୍ତି ଯେ [ମାଥିଉ୧୧:] (../../mat/11/20.md)ରେ ତାହାଙ୍କୁ ଇସ୍ରାଏଲରେ ପ୍ରତ୍ୟାଖ୍ୟାନର କାରଣରୁ ଖ୍ରୀଷ୍ଟଙ୍କ ସେବାକାର୍ଯ୍ୟର ନୁତନ ସୋପାନ ଆରମ୍ଭ ହୁଏ I

ଏହି ଅଧ୍ୟାୟରେ ବିଶେଷ ଧାରଣା

ଗୁପ୍ତ ପ୍ରକାଶନ

ମାଥିଉ୧୧: ପରବର୍ତ୍ତୀ, ଯୀଶୁ ଆପଣା ବିଷୟରେ ଓ ପିତା ଈଶ୍ବରଙ୍କ ଯୋଜନା ବିଷୟରେ ସୂଚନା ପ୍ରକାଶ କରିବା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ତାହାଙ୍କୁ ଅଗ୍ରାହ୍ୟ କରିଥିବା ଲୋକମାନଙ୍କ ନିକଟରେ ଗୁପ୍ତ ରଖିଛନ୍ତି ([ମାଥିଉ ୧୧:୨୫] (../../mat/11/25.md)) I

ଏହି ଅଧ୍ୟାୟରେ ସମ୍ଭାବିତ ସମସ୍ୟା

“ସ୍ବର୍ଗରାଜ୍ୟ ସନ୍ନିକଟ”

କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗରାଜ୍ୟ” ଉପସ୍ଥିତ ଥିଲା କିମ୍ବା ସନ୍ନିକଟ ଯେତେବେଳେ ଯୋହନ ଏହି ଶବ୍ଦଗୁଡିକୁ କହୁଥିଲେ I ଇଂରାଜୀ ଅନୁବାଦ ସର୍ବଦା “ହାତ ପାହାନ୍ତାରେ” ବାକ୍ୟାଂଶ ଅନୁବାଦ କାରରେ, କିନ୍ତୁ ସେଗୁଡିକ ଅନୁବାଦ କଷ୍ଟସାଧ୍ୟ ଅଟେ I ଅନ୍ୟ ସଂକଳନଗୁଡିକ “ଆସୁଅଛି” ଓ “ସନ୍ନିକଟ ଥିଲା” ବାକ୍ୟାଂଶ ବ୍ୟବହାର କରନ୍ତି I”