# ମାଥିଉ ୧୧ ସାଧାରଣ ସୂଚନା ## ଗଠନ ପ୍ରଣାଳୀ ଓ ଆକୃତି କେତେକ ଅନୁବାଦ ଶାସ୍ତ୍ରର ଅତିରକ୍ତ ପାଠ୍ୟକ୍ରମକୁ ପୁରାତନ ନିୟମରୁ ଉଦ୍ଧୃତ କରି ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ୧୦: ୧୧ରେ ଉଦ୍ଧୃତ କରାଯାଇ ଥିବା ବିଷୟବସ୍ତୁ ସହିତ ଏହିପରି କରେ I କିଛି ବାଇବଲ ବିଶାରଦ ବିଶ୍ବାସ କରନ୍ତି ଯେ [ମାଥିଉ୧୧:୨୦] (../../mat/11/20.md)ରେ ତାହାଙ୍କୁ ଇସ୍ରାଏଲରେ ପ୍ରତ୍ୟାଖ୍ୟାନର କାରଣରୁ ଖ୍ରୀଷ୍ଟଙ୍କ ସେବାକାର୍ଯ୍ୟର ନୁତନ ସୋପାନ ଆରମ୍ଭ ହୁଏ I ## ଏହି ଅଧ୍ୟାୟରେ ବିଶେଷ ଧାରଣା ### ଗୁପ୍ତ ପ୍ରକାଶନ [ମାଥିଉ୧୧:୨୦](../../mat/11/20.md) ପରବର୍ତ୍ତୀ, ଯୀଶୁ ଆପଣା ବିଷୟରେ ଓ ପିତା ଈଶ୍ବରଙ୍କ ଯୋଜନା ବିଷୟରେ ସୂଚନା ପ୍ରକାଶ କରିବା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ତାହାଙ୍କୁ ଅଗ୍ରାହ୍ୟ କରିଥିବା ଲୋକମାନଙ୍କ ନିକଟରେ ଗୁପ୍ତ ରଖିଛନ୍ତି ([ମାଥିଉ ୧୧:୨୫] (../../mat/11/25.md)) I ## ଏହି ଅଧ୍ୟାୟରେ ସମ୍ଭାବିତ ସମସ୍ୟା ### “ସ୍ବର୍ଗରାଜ୍ୟ ସନ୍ନିକଟ” କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗରାଜ୍ୟ” ଉପସ୍ଥିତ ଥିଲା କିମ୍ବା ସନ୍ନିକଟ ଯେତେବେଳେ ଯୋହନ ଏହି ଶବ୍ଦଗୁଡିକୁ କହୁଥିଲେ I ଇଂରାଜୀ ଅନୁବାଦ ସର୍ବଦା “ହାତ ପାହାନ୍ତାରେ” ବାକ୍ୟାଂଶ ଅନୁବାଦ କାରରେ, କିନ୍ତୁ ସେଗୁଡିକ ଅନୁବାଦ କଷ୍ଟସାଧ୍ୟ ଅଟେ I ଅନ୍ୟ ସଂକଳନଗୁଡିକ “ଆସୁଅଛି” ଓ “ସନ୍ନିକଟ ଥିଲା” ବାକ୍ୟାଂଶ ବ୍ୟବହାର କରନ୍ତି I”