or_tn_old/mat/11/intro.md

20 lines
2.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ମାଥିଉ ୧୧ ସାଧାରଣ ସୂଚନା
## ଗଠନ ପ୍ରଣାଳୀ ଓ ଆକୃତି
କେତେକ ଅନୁବାଦ ଶାସ୍ତ୍ରର ଅତିରକ୍ତ ପାଠ୍ୟକ୍ରମକୁ ପୁରାତନ ନିୟମରୁ ଉଦ୍ଧୃତ କରି ପୃଷ୍ଠାର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ୧୦: ୧୧ରେ ଉଦ୍ଧୃତ କରାଯାଇ ଥିବା ବିଷୟବସ୍ତୁ ସହିତ ଏହିପରି କରେ I
କିଛି ବାଇବଲ ବିଶାରଦ ବିଶ୍ବାସ କରନ୍ତି ଯେ [ମାଥିଉ୧୧:] (../../mat/11/20.md)ରେ ତାହାଙ୍କୁ ଇସ୍ରାଏଲରେ ପ୍ରତ୍ୟାଖ୍ୟାନର କାରଣରୁ ଖ୍ରୀଷ୍ଟଙ୍କ ସେବାକାର୍ଯ୍ୟର ନୁତନ ସୋପାନ ଆରମ୍ଭ ହୁଏ I
## ଏହି ଅଧ୍ୟାୟରେ ବିଶେଷ ଧାରଣା
### ଗୁପ୍ତ ପ୍ରକାଶନ
[ମାଥିଉ୧୧:](../../mat/11/20.md) ପରବର୍ତ୍ତୀ, ଯୀଶୁ ଆପଣା ବିଷୟରେ ଓ ପିତା ଈଶ୍ବରଙ୍କ ଯୋଜନା ବିଷୟରେ ସୂଚନା ପ୍ରକାଶ କରିବା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ତାହାଙ୍କୁ ଅଗ୍ରାହ୍ୟ କରିଥିବା ଲୋକମାନଙ୍କ ନିକଟରେ ଗୁପ୍ତ ରଖିଛନ୍ତି ([ମାଥିଉ ୧୧:୨୫] (../../mat/11/25.md)) I
## ଏହି ଅଧ୍ୟାୟରେ ସମ୍ଭାବିତ ସମସ୍ୟା
### “ସ୍ବର୍ଗରାଜ୍ୟ ସନ୍ନିକଟ”
କେହି ନିଶ୍ଚିତ ନୁହନ୍ତି ଯେ “ସ୍ବର୍ଗରାଜ୍ୟ” ଉପସ୍ଥିତ ଥିଲା କିମ୍ବା ସନ୍ନିକଟ ଯେତେବେଳେ ଯୋହନ ଏହି ଶବ୍ଦଗୁଡିକୁ କହୁଥିଲେ I ଇଂରାଜୀ ଅନୁବାଦ ସର୍ବଦା “ହାତ ପାହାନ୍ତାରେ” ବାକ୍ୟାଂଶ ଅନୁବାଦ କାରରେ, କିନ୍ତୁ ସେଗୁଡିକ ଅନୁବାଦ କଷ୍ଟସାଧ୍ୟ ଅଟେ I ଅନ୍ୟ ସଂକଳନଗୁଡିକ “ଆସୁଅଛି” ଓ “ସନ୍ନିକଟ ଥିଲା” ବାକ୍ୟାଂଶ ବ୍ୟବହାର କରନ୍ତି I”