or_tn_old/mat/11/16.md

1.2 KiB

Connecting Statement:

ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ ଯୀଶୁ କହିବା ଜାରି ରଖିଛନ୍ତି I

To what should I compare this generation?

ଯୀଶୁ ସେହିସମୟରେ ଲୋକମାନେ ଓ ସନ୍ତାନଗଣ ହାଟବଜାରରେ ଯେଉଁ ସମସ୍ତ କହିଲେ ସେଥିରେ ତୁଳନା କରି ଏକ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷ ସେମାନଙ୍କ ପରି ଅଟନ୍ତି” (ଦେଖ:rc://*/ta/man/translate/figs-rquestion)

this generation

ବର୍ତ୍ତମାନ ବାସ କରୁଥିବା ଲୋକମାନେ କିମ୍ବା “ସେହି ଲୋକମାନେ” କିମ୍ବା “ବର୍ତ୍ତମାନ ପୁରୁଷର ତୁମପରି ଲୋକମାନେ”

marketplace

ବହୁ ସଂଖ୍ୟକ, ମୁକ୍ତ ଆକାଶ ଅଞ୍ଚଳ ଯେଉଁଠାରେ ଲୋକମାନେ କିଣନ୍ତି ଓ ପଦାର୍ଥ ବିକନ୍ତି