or_tn_old/mat/11/16.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ ଯୀଶୁ କହିବା ଜାରି ରଖିଛନ୍ତି I
# To what should I compare this generation?
ଯୀଶୁ ସେହିସମୟରେ ଲୋକମାନେ ଓ ସନ୍ତାନଗଣ ହାଟବଜାରରେ ଯେଉଁ ସମସ୍ତ କହିଲେ ସେଥିରେ ତୁଳନା କରି ଏକ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷ ସେମାନଙ୍କ ପରି ଅଟନ୍ତି” (ଦେଖ:[[rc://*/ta/man/translate/figs-rquestion]])
# this generation
ବର୍ତ୍ତମାନ ବାସ କରୁଥିବା ଲୋକମାନେ କିମ୍ବା “ସେହି ଲୋକମାନେ” କିମ୍ବା “ବର୍ତ୍ତମାନ ପୁରୁଷର ତୁମପରି ଲୋକମାନେ”
# marketplace
ବହୁ ସଂଖ୍ୟକ, ମୁକ୍ତ ଆକାଶ ଅଞ୍ଚଳ ଯେଉଁଠାରେ ଲୋକମାନେ କିଣନ୍ତି ଓ ପଦାର୍ଥ ବିକନ୍ତି