# Connecting Statement: ବାପ୍ତିଜକ ଯୋହନଙ୍କ ବିଷୟରେ ଲୋକସମୁହକୁ ଯୀଶୁ କହିବା ଜାରି ରଖିଛନ୍ତି I # To what should I compare this generation? ଯୀଶୁ ସେହିସମୟରେ ଲୋକମାନେ ଓ ସନ୍ତାନଗଣ ହାଟବଜାରରେ ଯେଉଁ ସମସ୍ତ କହିଲେ ସେଥିରେ ତୁଳନା କରି ଏକ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ବର୍ତ୍ତମାନ ପୁରୁଷ ସେମାନଙ୍କ ପରି ଅଟନ୍ତି” (ଦେଖ:[[rc://*/ta/man/translate/figs-rquestion]]) # this generation ବର୍ତ୍ତମାନ ବାସ କରୁଥିବା ଲୋକମାନେ କିମ୍ବା “ସେହି ଲୋକମାନେ” କିମ୍ବା “ବର୍ତ୍ତମାନ ପୁରୁଷର ତୁମପରି ଲୋକମାନେ” # marketplace ବହୁ ସଂଖ୍ୟକ, ମୁକ୍ତ ଆକାଶ ଅଞ୍ଚଳ ଯେଉଁଠାରେ ଲୋକମାନେ କିଣନ୍ତି ଓ ପଦାର୍ଥ ବିକନ୍ତି