1.3 KiB
1.3 KiB
General Information:
ଏଠାରେ “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ (ପ୍ରେରିତ ୨୦:୧) I ପରବର୍ତ୍ତୀ ପଦଗୁଡିକରେ ଥିବା ସବୁ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ଲେଖକଙ୍କୁ ଓ ପାଉଲଙ୍କୁ ଏବଂ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I(ଦେଖ: rc://*/ta/man/translate/figs-exclusive)
Accompanying him
ତାହାଙ୍କ ସାଙ୍ଗରେ ଯାତ୍ରା କଲେ
Sopater ... Pyrrhus ... Secundus ... Tychicus ... Trophimus
ଏସବୁ ଲୋକମାନଙ୍କର ନାମ I (ଦେଖ: rc://*/ta/man/translate/translate-names)
Berea ... Derbe
ଏସବୁ ସ୍ଥାନଗୁଡିକର ନାମ I (ଦେଖ: rc://*/ta/man/translate/translate-names)
Aristarchus ... Gaius
ଏସବୁ ଲୋକମାନଙ୍କର ନାମ I ପ୍ରେରିତ ୧୯:୨୯ରେ ତୁମେ ଏସବୁ ନାମକୁ କିପରି ଅନୁବାଦ କଲ ତାହା ଦେଖ I