# General Information: ଏଠାରେ “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ ([ପ୍ରେରିତ ୨୦:୧](../20/01.md)) I ପରବର୍ତ୍ତୀ ପଦଗୁଡିକରେ ଥିବା ସବୁ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ଲେଖକଙ୍କୁ ଓ ପାଉଲଙ୍କୁ ଏବଂ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I(ଦେଖ: [[rc://*/ta/man/translate/figs-exclusive]]) # Accompanying him ତାହାଙ୍କ ସାଙ୍ଗରେ ଯାତ୍ରା କଲେ # Sopater ... Pyrrhus ... Secundus ... Tychicus ... Trophimus ଏସବୁ ଲୋକମାନଙ୍କର ନାମ I (ଦେଖ: [[rc://*/ta/man/translate/translate-names]]) # Berea ... Derbe ଏସବୁ ସ୍ଥାନଗୁଡିକର ନାମ I (ଦେଖ: [[rc://*/ta/man/translate/translate-names]]) # Aristarchus ... Gaius ଏସବୁ ଲୋକମାନଙ୍କର ନାମ I [ପ୍ରେରିତ ୧୯:୨୯](../19/29.md)ରେ ତୁମେ ଏସବୁ ନାମକୁ କିପରି ଅନୁବାଦ କଲ ତାହା ଦେଖ I