20 lines
1.3 KiB
Markdown
20 lines
1.3 KiB
Markdown
# General Information:
|
||
|
||
ଏଠାରେ “ତାହାଙ୍କୁ” ଶବ୍ଦଟି ପାଉଲଙ୍କୁ ବୁଝାଏ ([ପ୍ରେରିତ ୨୦:୧](../20/01.md)) I ପରବର୍ତ୍ତୀ ପଦଗୁଡିକରେ ଥିବା ସବୁ “ଆମ୍ଭମାନଙ୍କୁ” ଓ “ଆମ୍ଭେମାନେ” ଶବ୍ଦଗୁଡିକ ଲେଖକଙ୍କୁ ଓ ପାଉଲଙ୍କୁ ଏବଂ ସେମାନଙ୍କ ସାଙ୍ଗରେ ଯାତ୍ରା କରୁଥିବା ଲୋକମାନଙ୍କୁ ବୁଝାଏ, ପାଠକଙ୍କୁ ନୁହେଁ I(ଦେଖ: [[rc://*/ta/man/translate/figs-exclusive]])
|
||
|
||
# Accompanying him
|
||
|
||
ତାହାଙ୍କ ସାଙ୍ଗରେ ଯାତ୍ରା କଲେ
|
||
|
||
# Sopater ... Pyrrhus ... Secundus ... Tychicus ... Trophimus
|
||
|
||
ଏସବୁ ଲୋକମାନଙ୍କର ନାମ I (ଦେଖ: [[rc://*/ta/man/translate/translate-names]])
|
||
|
||
# Berea ... Derbe
|
||
|
||
ଏସବୁ ସ୍ଥାନଗୁଡିକର ନାମ I (ଦେଖ: [[rc://*/ta/man/translate/translate-names]])
|
||
|
||
# Aristarchus ... Gaius
|
||
|
||
ଏସବୁ ଲୋକମାନଙ୍କର ନାମ I [ପ୍ରେରିତ ୧୯:୨୯](../19/29.md)ରେ ତୁମେ ଏସବୁ ନାମକୁ କିପରି ଅନୁବାଦ କଲ ତାହା ଦେଖ I
|