Door43-Catalog_or_tn/1CO/11/05.md

1.6 KiB
Raw Blame History

ସ୍ତ୍ରୀ ଆପଣା ମସ୍ତକ ଆଛାଦନ ନ କରି

ସ୍ତ୍ରୀମାନଙ୍କ ଓଢ଼ଣା ବିନା, ଯାହା ମସ୍ତକରେ ପିନ୍ଧାଯାଏ, ସ୍କନ୍ଧଦ୍ଵୟରୁ ତଳ ପର୍ଯ୍ୟନ୍ତ ବିସ୍ତାରିତ କରାଯାଏ, କିନ୍ତୁ ମୁଁଖକୁ ଆଛାଦନ ନ କରି ଛାଡିଦେବା।

ସେ ଆପଣା ମସ୍ତକର ଅପମାନ କରେ

ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଆପଣା ଉପରେ ଅପମାନ ଆଣେ” (ୟୁଡିବି), କିମ୍ବା ) “ଆପଣା ସ୍ଵାମୀ ଉପରେ ଅପମାନ ଆଣେ।”

ଯେଣୁ ତାହା ତାହାର ମସ୍ତକ ମୁଁଣ୍ଡନ ହେବା ସଙ୍ଗେ ସମାନ

ଯେଣୁ ତାହା ତାହାର ମସ୍ତକର ସମସ୍ତ କେଶ କ୍ଷୁର କରି ବାହାର କରିବା ସଙ୍ଗେ ସମାନ।

ଯଦି ସ୍ତ୍ରୀ ପକ୍ଷରେ ଲଜ୍ଜାଜନକ ଅଟେ…

ଆଧୁନିକ ସମୟ ଠାରୁ ଭିନ୍ନ, ଏକ ସ୍ତ୍ରୀ ପକ୍ଷରେ ମସ୍ତକ ମୁଁଣ୍ଡନ କରିବା ବା କେଶ କାଟିବା ଲଜ୍ଜାଜନକ ଓ ଅପମାନଜନକ ଚିହ୍ନ ଅଟେ।

ତାହାର ମସ୍ତକ ଆଛାଦନ କରୁ

“ତାହାର ମସ୍ତକ ଉପରେ ଲୁଗା ବା ଓଢ଼ଣା ଦେଉ।”