Door43-Catalog_or_tn/1CO/11/05.md

15 lines
1.6 KiB
Markdown
Raw Normal View History

2018-01-11 01:51:28 +00:00
# ସ୍ତ୍ରୀ ଆପଣା ମସ୍ତକ ଆଛାଦନ ନ କରି
ସ୍ତ୍ରୀମାନଙ୍କ ଓଢ଼ଣା ବିନା, ଯାହା ମସ୍ତକରେ ପିନ୍ଧାଯାଏ, ସ୍କନ୍ଧଦ୍ଵୟରୁ ତଳ ପର୍ଯ୍ୟନ୍ତ ବିସ୍ତାରିତ କରାଯାଏ, କିନ୍ତୁ ମୁଁଖକୁ ଆଛାଦନ ନ କରି ଛାଡିଦେବା।
# ସେ ଆପଣା ମସ୍ତକର ଅପମାନ କରେ
ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଆପଣା ଉପରେ ଅପମାନ ଆଣେ” (ୟୁଡିବି), କିମ୍ବା )
“ଆପଣା ସ୍ଵାମୀ ଉପରେ ଅପମାନ ଆଣେ।”
# ଯେଣୁ ତାହା ତାହାର ମସ୍ତକ ମୁଁଣ୍ଡନ ହେବା ସଙ୍ଗେ ସମାନ
ଯେଣୁ ତାହା ତାହାର ମସ୍ତକର ସମସ୍ତ କେଶ କ୍ଷୁର କରି ବାହାର କରିବା ସଙ୍ଗେ ସମାନ।
# ଯଦି ସ୍ତ୍ରୀ ପକ୍ଷରେ ଲଜ୍ଜାଜନକ ଅଟେ…
ଆଧୁନିକ ସମୟ ଠାରୁ ଭିନ୍ନ, ଏକ ସ୍ତ୍ରୀ ପକ୍ଷରେ ମସ୍ତକ ମୁଁଣ୍ଡନ କରିବା ବା କେଶ କାଟିବା ଲଜ୍ଜାଜନକ ଓ ଅପମାନଜନକ ଚିହ୍ନ ଅଟେ।
# ତାହାର ମସ୍ତକ ଆଛାଦନ କରୁ
“ତାହାର ମସ୍ତକ ଉପରେ ଲୁଗା ବା ଓଢ଼ଣା ଦେଉ।”