# ସ୍ତ୍ରୀ ଆପଣା ମସ୍ତକ ଆଛାଦନ ନ କରି ସ୍ତ୍ରୀମାନଙ୍କ ଓଢ଼ଣା ବିନା, ଯାହା ମସ୍ତକରେ ପିନ୍ଧାଯାଏ, ସ୍କନ୍ଧଦ୍ଵୟରୁ ତଳ ପର୍ଯ୍ୟନ୍ତ ବିସ୍ତାରିତ କରାଯାଏ, କିନ୍ତୁ ମୁଁଖକୁ ଆଛାଦନ ନ କରି ଛାଡିଦେବା। # ସେ ଆପଣା ମସ୍ତକର ଅପମାନ କରେ ସମ୍ଭାବନା ଅର୍ଥ ଗୁଡ଼ିକ ହେଲା ୧) “ଆପଣା ଉପରେ ଅପମାନ ଆଣେ” (ୟୁଡିବି), କିମ୍ବା ୨) “ଆପଣା ସ୍ଵାମୀ ଉପରେ ଅପମାନ ଆଣେ।” # ଯେଣୁ ତାହା ତାହାର ମସ୍ତକ ମୁଁଣ୍ଡନ ହେବା ସଙ୍ଗେ ସମାନ ଯେଣୁ ତାହା ତାହାର ମସ୍ତକର ସମସ୍ତ କେଶ କ୍ଷୁର କରି ବାହାର କରିବା ସଙ୍ଗେ ସମାନ। # ଯଦି ସ୍ତ୍ରୀ ପକ୍ଷରେ ଲଜ୍ଜାଜନକ ଅଟେ… ଆଧୁନିକ ସମୟ ଠାରୁ ଭିନ୍ନ, ଏକ ସ୍ତ୍ରୀ ପକ୍ଷରେ ମସ୍ତକ ମୁଁଣ୍ଡନ କରିବା ବା କେଶ କାଟିବା ଲଜ୍ଜାଜନକ ଓ ଅପମାନଜନକ ଚିହ୍ନ ଅଟେ। # ତାହାର ମସ୍ତକ ଆଛାଦନ କରୁ “ତାହାର ମସ୍ତକ ଉପରେ ଲୁଗା ବା ଓଢ଼ଣା ଦେଉ।”