Door43-Catalog_or_tn/1CO/10/31.md

744 B

କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ

ଏଠାରେ: “ଅସନ୍ତୁଷ୍ଟ କର ନାହିଁ” କିମ୍ବା “ଝୁଣ୍ଟିବାର ବାଧା ସୃଷ୍ଟି କର ନାହିଁ”

ସମସ୍ତଙ୍କୁ ସନ୍ତୁଷ୍ଟ କରିବା

ଏଠାରେ: “ସମସ୍ତ ଲୋକଙ୍କୁ ଆନନ୍ଦିତ କରେ”

ମୋହର ସ୍ଵାର୍ଥ ଚେଷ୍ଟା ନ କରି

ଏଠାରେ: “ମୋ ଇଚ୍ଛାନୁଯାଇ କୌଣସି କାର୍ଯ୍ୟ କରେ ନାହିଁ”

ଅନେକଙ୍କ

ଯେତେ ଅଧିକ ଲୋକ ସମ୍ଭବ ହୋଇପାରେ।