# କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ ଏଠାରେ: “ଅସନ୍ତୁଷ୍ଟ କର ନାହିଁ” କିମ୍ବା “ଝୁଣ୍ଟିବାର ବାଧା ସୃଷ୍ଟି କର ନାହିଁ” # ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଏଠାରେ: “ସମସ୍ତ ଲୋକଙ୍କୁ ଆନନ୍ଦିତ କରେ” # ମୋହର ସ୍ଵାର୍ଥ ଚେଷ୍ଟା ନ କରି ଏଠାରେ: “ମୋ ଇଚ୍ଛାନୁଯାଇ କୌଣସି କାର୍ଯ୍ୟ କରେ ନାହିଁ” # ଅନେକଙ୍କ ଯେତେ ଅଧିକ ଲୋକ ସମ୍ଭବ ହୋଇପାରେ।