Door43-Catalog_or_tn/1CO/10/31.md

11 lines
744 B
Markdown
Raw Normal View History

2018-01-11 01:51:28 +00:00
# କାହାରି ଝୁଣ୍ଟିବାର କାରଣ ହୁଅ ନାହିଁ
ଏଠାରେ: “ଅସନ୍ତୁଷ୍ଟ କର ନାହିଁ” କିମ୍ବା “ଝୁଣ୍ଟିବାର ବାଧା ସୃଷ୍ଟି କର ନାହିଁ”
# ସମସ୍ତଙ୍କୁ ସନ୍ତୁଷ୍ଟ କରିବା
ଏଠାରେ: “ସମସ୍ତ ଲୋକଙ୍କୁ ଆନନ୍ଦିତ କରେ”
# ମୋହର ସ୍ଵାର୍ଥ ଚେଷ୍ଟା ନ କରି
ଏଠାରେ: “ମୋ ଇଚ୍ଛାନୁଯାଇ କୌଣସି କାର୍ଯ୍ୟ କରେ ନାହିଁ”
# ଅନେକଙ୍କ
ଯେତେ ଅଧିକ ଲୋକ ସମ୍ଭବ ହୋଇପାରେ।