Door43-Catalog_or_tn/1CO/10/18.md

12 lines
1.4 KiB
Markdown

# ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହନ୍ତି?
ଏଠାରେ: “ଯେଉଁମାନେ ବଳି କରାଯାଇଥିବା ମାଂସ ଭୋଜନ କରନ୍ତି, ସେମାନେ ପ୍ରତିମାର ବେଦିର ଉପାସନା କରନ୍ତି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ତେବେ ମୁଁ କ'ଣ କହୁଅଛି ?
ଏଠାରେ: “ସମୀକ୍ଷା କରିବା ନିମନ୍ତେ ମୁଁ କଅଣ କହୁଅଛି” କିମ୍ବା “ମୋହର ଏହି ଅର୍ଥ ଅଟେ।”
# ପ୍ରତିମା ବୋଲି ଯେ କିଛି ଅଛି?
ଏଠାରେ: “ଏକ ପ୍ରତିମା କିଛି ସତ୍ୟ ନୁହେଁ” କିମ୍ବା “ଏକ ପ୍ରତିମା ଗୁରୁତ୍ଵପୂର୍ଣ୍ଣ ନୁହେଁ।”
# ଦେବପ୍ରସାଦ ବୋଲି ଯେ କିଛି ଅଛି?
ଏଠାରେ: “ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ଖାଦ୍ୟ ଗୁରୁତ୍ଵପୂର୍ଣ୍ଣ ନୁହେଁ।”
କିମ୍ବା “ଖାଦ୍ୟ ଯାହା ପ୍ରତିମାକୁ ଉତ୍ସର୍ଗ କରାଯାଇଛି ତାହା ଅର୍ଥହୀନ ଅଟେ।”