# ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହନ୍ତି? ଏଠାରେ: “ଯେଉଁମାନେ ବଳି କରାଯାଇଥିବା ମାଂସ ଭୋଜନ କରନ୍ତି, ସେମାନେ ପ୍ରତିମାର ବେଦିର ଉପାସନା କରନ୍ତି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ତେବେ ମୁଁ କ'ଣ କହୁଅଛି ? ଏଠାରେ: “ସମୀକ୍ଷା କରିବା ନିମନ୍ତେ ମୁଁ କଅଣ କହୁଅଛି” କିମ୍ବା “ମୋହର ଏହି ଅର୍ଥ ଅଟେ।” # ପ୍ରତିମା ବୋଲି ଯେ କିଛି ଅଛି? ଏଠାରେ: “ଏକ ପ୍ରତିମା କିଛି ସତ୍ୟ ନୁହେଁ” କିମ୍ବା “ଏକ ପ୍ରତିମା ଗୁରୁତ୍ଵପୂର୍ଣ୍ଣ ନୁହେଁ।” # ଦେବପ୍ରସାଦ ବୋଲି ଯେ କିଛି ଅଛି? ଏଠାରେ: “ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ଖାଦ୍ୟ ଗୁରୁତ୍ଵପୂର୍ଣ୍ଣ ନୁହେଁ।” କିମ୍ବା “ଖାଦ୍ୟ ଯାହା ପ୍ରତିମାକୁ ଉତ୍ସର୍ଗ କରାଯାଇଛି ତାହା ଅର୍ଥହୀନ ଅଟେ।”