Door43-Catalog_or_tn/1CO/10/18.md

1.4 KiB

ଯେଉଁମାନେ ବଳିମାଂସ ଭୋଜନ କରନ୍ତି, ସେମାନେ କି ବେଦିର ସହଭାଗୀ ନୁହନ୍ତି?

ଏଠାରେ: “ଯେଉଁମାନେ ବଳି କରାଯାଇଥିବା ମାଂସ ଭୋଜନ କରନ୍ତି, ସେମାନେ ପ୍ରତିମାର ବେଦିର ଉପାସନା କରନ୍ତି।” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତେବେ ମୁଁ କ'ଣ କହୁଅଛି ?

ଏଠାରେ: “ସମୀକ୍ଷା କରିବା ନିମନ୍ତେ ମୁଁ କଅଣ କହୁଅଛି” କିମ୍ବା “ମୋହର ଏହି ଅର୍ଥ ଅଟେ।”

ପ୍ରତିମା ବୋଲି ଯେ କିଛି ଅଛି?

ଏଠାରେ: “ଏକ ପ୍ରତିମା କିଛି ସତ୍ୟ ନୁହେଁ” କିମ୍ବା “ଏକ ପ୍ରତିମା ଗୁରୁତ୍ଵପୂର୍ଣ୍ଣ ନୁହେଁ।”

ଦେବପ୍ରସାଦ ବୋଲି ଯେ କିଛି ଅଛି?

ଏଠାରେ: “ପ୍ରତିମାକୁ ଉତ୍ସର୍ଗ କରାଯାଇଥିବା ଖାଦ୍ୟ ଗୁରୁତ୍ଵପୂର୍ଣ୍ଣ ନୁହେଁ।” କିମ୍ବା “ଖାଦ୍ୟ ଯାହା ପ୍ରତିମାକୁ ଉତ୍ସର୍ଗ କରାଯାଇଛି ତାହା ଅର୍ଥହୀନ ଅଟେ।”