Door43-Catalog_or_tn/1CO/10/14.md

2.0 KiB

ପ୍ରତିମା ପୂଜାରୁ ପଳାୟନ କର

“ନିଶ୍ଚିତ ଭାବେ ପ୍ରତିମା ପୂଜାରୁ ପଳାୟନ କର” (ଦେଖନ୍ତୁ: ଉଦାହରଣ)

ଆଶୀର୍ବାଦର ପାତ୍ର

ଏକ ଦ୍ରାକ୍ଷାରସ ପୁର୍ଣ୍ଣ ପାତ୍ର ଯାହା ପ୍ରଭୁଭୋଜର ବିଧିରେ ବ୍ୟବହାର କରାଯାଏ ଏହା ବର୍ଣ୍ଣନା କରିବାକୁ ପାଉଲ ଏହି ଭାବକୁ ବ୍ୟବହାର କରନ୍ତି।

ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ?

ଦ୍ରାକ୍ଷାରସର ପାତ୍ର ଯାହା ଆମ୍ଭେମାନେ ସହଭାଗିତା କରୁ ତାହା ଖ୍ରୀଷ୍ଟଙ୍କ ରକ୍ତରେ ଆମ୍ଭେମାନଙ୍କ ସହଭାଗିତାର ନିଦର୍ଶନ ଅଟେ। ଏଠାରେ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା କରୁ” (ୟୁଡିବି; ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଯେଉଁ ରୋଟୀ ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ?

ଏଠାରେ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା କରୁ ଯେତେବେଳେ ଆମ୍ଭେମାନେ ରୋଟୀର ସହଭାଗିତା କରୁ” (ୟୁଡିବି; ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ସହଭାଗିତା

“ଭାଗ ନେବା” କିମ୍ବା “ଅନ୍ୟମାନଙ୍କ ସହିତ ସମାନ ଭାଗ ନେବା”

ଏକ ରୋଟୀ

ସେକା ଯାଇଥିବା ଏକ ପୁର୍ଣ୍ଣ ରୋଟୀ ଯାହା ଖାଇବା ପୂର୍ବରୁ କଟାଯାଏ ବା ଭଙ୍ଗାଯାଏ।