# ପ୍ରତିମା ପୂଜାରୁ ପଳାୟନ କର “ନିଶ୍ଚିତ ଭାବେ ପ୍ରତିମା ପୂଜାରୁ ପଳାୟନ କର” (ଦେଖନ୍ତୁ: ଉଦାହରଣ) # ଆଶୀର୍ବାଦର ପାତ୍ର ଏକ ଦ୍ରାକ୍ଷାରସ ପୁର୍ଣ୍ଣ ପାତ୍ର ଯାହା ପ୍ରଭୁଭୋଜର ବିଧିରେ ବ୍ୟବହାର କରାଯାଏ ଏହା ବର୍ଣ୍ଣନା କରିବାକୁ ପାଉଲ ଏହି ଭାବକୁ ବ୍ୟବହାର କରନ୍ତି। # ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଦ୍ରାକ୍ଷାରସର ପାତ୍ର ଯାହା ଆମ୍ଭେମାନେ ସହଭାଗିତା କରୁ ତାହା ଖ୍ରୀଷ୍ଟଙ୍କ ରକ୍ତରେ ଆମ୍ଭେମାନଙ୍କ ସହଭାଗିତାର ନିଦର୍ଶନ ଅଟେ। ଏଠାରେ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା କରୁ” (ୟୁଡିବି; ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ଯେଉଁ ରୋଟୀ ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ? ଏଠାରେ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା କରୁ ଯେତେବେଳେ ଆମ୍ଭେମାନେ ରୋଟୀର ସହଭାଗିତା କରୁ” (ୟୁଡିବି; ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ) # ସହଭାଗିତା “ଭାଗ ନେବା” କିମ୍ବା “ଅନ୍ୟମାନଙ୍କ ସହିତ ସମାନ ଭାଗ ନେବା” # ଏକ ରୋଟୀ ସେକା ଯାଇଥିବା ଏକ ପୁର୍ଣ୍ଣ ରୋଟୀ ଯାହା ଖାଇବା ପୂର୍ବରୁ କଟାଯାଏ ବା ଭଙ୍ଗାଯାଏ।