Door43-Catalog_or_tn/1CO/10/14.md

17 lines
2.0 KiB
Markdown
Raw Normal View History

2018-01-11 01:51:28 +00:00
# ପ୍ରତିମା ପୂଜାରୁ ପଳାୟନ କର
“ନିଶ୍ଚିତ ଭାବେ ପ୍ରତିମା ପୂଜାରୁ ପଳାୟନ କର” (ଦେଖନ୍ତୁ: ଉଦାହରଣ)
# ଆଶୀର୍ବାଦର ପାତ୍ର
ଏକ ଦ୍ରାକ୍ଷାରସ ପୁର୍ଣ୍ଣ ପାତ୍ର ଯାହା ପ୍ରଭୁଭୋଜର ବିଧିରେ ବ୍ୟବହାର କରାଯାଏ ଏହା ବର୍ଣ୍ଣନା କରିବାକୁ ପାଉଲ ଏହି ଭାବକୁ ବ୍ୟବହାର କରନ୍ତି।
# ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ?
ଦ୍ରାକ୍ଷାରସର ପାତ୍ର ଯାହା ଆମ୍ଭେମାନେ ସହଭାଗିତା କରୁ ତାହା ଖ୍ରୀଷ୍ଟଙ୍କ ରକ୍ତରେ ଆମ୍ଭେମାନଙ୍କ ସହଭାଗିତାର ନିଦର୍ଶନ ଅଟେ। ଏଠାରେ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା କରୁ” (ୟୁଡିବି; ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ଯେଉଁ ରୋଟୀ ଆମ୍ଭେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ?
ଏଠାରେ: “ଆମ୍ଭେମାନେ ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା କରୁ ଯେତେବେଳେ ଆମ୍ଭେମାନେ ରୋଟୀର ସହଭାଗିତା କରୁ” (ୟୁଡିବି; ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)
# ସହଭାଗିତା
“ଭାଗ ନେବା” କିମ୍ବା “ଅନ୍ୟମାନଙ୍କ ସହିତ ସମାନ ଭାଗ ନେବା”
# ଏକ ରୋଟୀ
ସେକା ଯାଇଥିବା ଏକ ପୁର୍ଣ୍ଣ ରୋଟୀ ଯାହା ଖାଇବା ପୂର୍ବରୁ କଟାଯାଏ ବା ଭଙ୍ଗାଯାଏ।