Door43-Catalog_or_tn/1CO/10/11.md

1.4 KiB

ଏହି ସମସ୍ତ ବିଷୟ ଘଟିଲା

ମନ୍ଦ ବ୍ୟବହାରର ଫଳ ମିଳିଲା।

ଆମ୍ଭମାନଙ୍କ ନିମନ୍ତେ ଦୃଷ୍ଟାନ୍ତ ସ୍ଵରୁପ

“ଆମ୍ଭମାନଙ୍କ” ସମସ୍ତ ବିଶ୍ଵାସୀଙ୍କୁ ଦର୍ଶାଏ। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)

ଯୁଗାନ୍ତ କାଳ

“ଶେଷ ଦିନରେ”

ପତିତ ନ ହୁଏ

ପାପ ନ କରୁ କିମ୍ବା ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ ନ କରୁ

ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ଵାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ

ଏଠାରେ: “ଯେଉଁ ପରୀକ୍ଷାଗୁ଼ଡ଼ିକ ଲୋକ ସମସ୍ତ ଅନୁଭବ କରନ୍ତି ସେହି ପରୀକ୍ଷାଗୁ଼ଡ଼ିକ ହିଁ ତୁମ୍ଭମାନଙ୍କୁ ପ୍ରଭାବ ପକାଇଥାଏ।” (ଦେଖନ୍ତୁ: ମେରୀ ତତ୍ତ୍ୱ)

ସହ୍ୟ କରି ପାର

ତୁମ୍ଭମାନଙ୍କ ଶାରୀରିକ କିମ୍ବା ଭାବପ୍ରବଣତା ଶକ୍ତି।