Door43-Catalog_or_tn/1CO/10/11.md

17 lines
1.4 KiB
Markdown
Raw Normal View History

2018-01-11 01:51:28 +00:00
# ଏହି ସମସ୍ତ ବିଷୟ ଘଟିଲା
ମନ୍ଦ ବ୍ୟବହାରର ଫଳ ମିଳିଲା।
# ଆମ୍ଭମାନଙ୍କ ନିମନ୍ତେ ଦୃଷ୍ଟାନ୍ତ ସ୍ଵରୁପ
“ଆମ୍ଭମାନଙ୍କ” ସମସ୍ତ ବିଶ୍ଵାସୀଙ୍କୁ ଦର୍ଶାଏ। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)
# ଯୁଗାନ୍ତ କାଳ
“ଶେଷ ଦିନରେ”
# ପତିତ ନ ହୁଏ
ପାପ ନ କରୁ କିମ୍ବା ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ ନ କରୁ
# ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ଵାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ
ଏଠାରେ: “ଯେଉଁ ପରୀକ୍ଷାଗୁ଼ଡ଼ିକ ଲୋକ ସମସ୍ତ ଅନୁଭବ କରନ୍ତି ସେହି ପରୀକ୍ଷାଗୁ଼ଡ଼ିକ ହିଁ ତୁମ୍ଭମାନଙ୍କୁ ପ୍ରଭାବ ପକାଇଥାଏ।” (ଦେଖନ୍ତୁ: ମେରୀ ତତ୍ତ୍ୱ)
# ସହ୍ୟ କରି ପାର
ତୁମ୍ଭମାନଙ୍କ ଶାରୀରିକ କିମ୍ବା ଭାବପ୍ରବଣତା ଶକ୍ତି।