# ଏହି ସମସ୍ତ ବିଷୟ ଘଟିଲା ମନ୍ଦ ବ୍ୟବହାରର ଫଳ ମିଳିଲା। # ଆମ୍ଭମାନଙ୍କ ନିମନ୍ତେ ଦୃଷ୍ଟାନ୍ତ ସ୍ଵରୁପ “ଆମ୍ଭମାନଙ୍କ” ସମସ୍ତ ବିଶ୍ଵାସୀଙ୍କୁ ଦର୍ଶାଏ। (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ) # ଯୁଗାନ୍ତ କାଳ “ଶେଷ ଦିନରେ” # ପତିତ ନ ହୁଏ ପାପ ନ କରୁ କିମ୍ବା ଈଶ୍ଵରଙ୍କୁ ପ୍ରତ୍ୟାଖ୍ୟାନ ନ କରୁ # ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ଵାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ ଏଠାରେ: “ଯେଉଁ ପରୀକ୍ଷାଗୁ଼ଡ଼ିକ ଲୋକ ସମସ୍ତ ଅନୁଭବ କରନ୍ତି ସେହି ପରୀକ୍ଷାଗୁ଼ଡ଼ିକ ହିଁ ତୁମ୍ଭମାନଙ୍କୁ ପ୍ରଭାବ ପକାଇଥାଏ।” (ଦେଖନ୍ତୁ: ମେରୀ ତତ୍ତ୍ୱ) # ସହ୍ୟ କରି ପାର ତୁମ୍ଭମାନଙ୍କ ଶାରୀରିକ କିମ୍ବା ଭାବପ୍ରବଣତା ଶକ୍ତି।