Door43-Catalog_or_tn/1CO/10/05.md

1.1 KiB

ସନ୍ତୋଷ ନ ଥିଲା

“ଅସନ୍ତୋଷ” କିମ୍ବା “କ୍ରୋଧ” (ୟୁଡିବି) (ଦେଖନ୍ତୁ: ମେରୀ ତତ୍ତ୍ୱ)

ସେମାନଙ୍କ ମଧ୍ୟରୁ ଅଧିକାଂଶ

ଇସ୍ରାଏଲୀୟ ପିତୃ

ପ୍ରାନ୍ତରରେ

ମିସର ଓ ଇସ୍ରାଏଲ ମଧ୍ୟରେ ଥିବା ମରୁଭୂମୀ ଯେଉଁଠାରେ ଇସ୍ରାଏଲୀୟମାନେ ୪୦ବର୍ଷ ନିମନ୍ତେ ଭ୍ରମଣ କଲେ।

ଦୃଷ୍ଟାନ୍ତ ସ୍ଵରୂପ ହୋଇଅଛି

ଏକ ଶିକ୍ଷା ବା ଚିହ୍ନ, ଯେଉଁଠାରୁ ଇସ୍ରାଏଲୀୟମାନେ ଶିକ୍ଷା ପାଇ ପାରନ୍ତି।

ମନ୍ଦ ବିଷୟରେ ଅଭିଳାଷୀ

ଜାଗତୀକ ବିଷୟଗୁଡ଼ିକ କରିବାକୁ କିମ୍ବା ଜାଗତୀକ ଜିନିଷଗୁଡ଼ିକ ଲାଭ କରିବାର ଅଭିଳାଷ ଯାହା ଈଶ୍ଵରଙ୍କୁ ଅପମାନ ଦିଏ।