Door43-Catalog_or_tn/1CO/10/05.md

14 lines
1.1 KiB
Markdown
Raw Normal View History

2018-01-11 01:51:28 +00:00
# ସନ୍ତୋଷ ନ ଥିଲା
“ଅସନ୍ତୋଷ” କିମ୍ବା “କ୍ରୋଧ” (ୟୁଡିବି) (ଦେଖନ୍ତୁ: ମେରୀ ତତ୍ତ୍ୱ)
# ସେମାନଙ୍କ ମଧ୍ୟରୁ ଅଧିକାଂଶ
ଇସ୍ରାଏଲୀୟ ପିତୃ
# ପ୍ରାନ୍ତରରେ
ମିସର ଓ ଇସ୍ରାଏଲ ମଧ୍ୟରେ ଥିବା ମରୁଭୂମୀ ଯେଉଁଠାରେ ଇସ୍ରାଏଲୀୟମାନେ ୪୦ବର୍ଷ ନିମନ୍ତେ ଭ୍ରମଣ କଲେ।
# ଦୃଷ୍ଟାନ୍ତ ସ୍ଵରୂପ ହୋଇଅଛି
ଏକ ଶିକ୍ଷା ବା ଚିହ୍ନ, ଯେଉଁଠାରୁ ଇସ୍ରାଏଲୀୟମାନେ ଶିକ୍ଷା ପାଇ ପାରନ୍ତି।
# ମନ୍ଦ ବିଷୟରେ ଅଭିଳାଷୀ
ଜାଗତୀକ ବିଷୟଗୁଡ଼ିକ କରିବାକୁ କିମ୍ବା ଜାଗତୀକ ଜିନିଷଗୁଡ଼ିକ ଲାଭ କରିବାର ଅଭିଳାଷ ଯାହା ଈଶ୍ଵରଙ୍କୁ ଅପମାନ ଦିଏ।