# ସନ୍ତୋଷ ନ ଥିଲା “ଅସନ୍ତୋଷ” କିମ୍ବା “କ୍ରୋଧ” (ୟୁଡିବି) (ଦେଖନ୍ତୁ: ମେରୀ ତତ୍ତ୍ୱ) # ସେମାନଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲୀୟ ପିତୃ # ପ୍ରାନ୍ତରରେ ମିସର ଓ ଇସ୍ରାଏଲ ମଧ୍ୟରେ ଥିବା ମରୁଭୂମୀ ଯେଉଁଠାରେ ଇସ୍ରାଏଲୀୟମାନେ ୪୦ବର୍ଷ ନିମନ୍ତେ ଭ୍ରମଣ କଲେ। # ଦୃଷ୍ଟାନ୍ତ ସ୍ଵରୂପ ହୋଇଅଛି ଏକ ଶିକ୍ଷା ବା ଚିହ୍ନ, ଯେଉଁଠାରୁ ଇସ୍ରାଏଲୀୟମାନେ ଶିକ୍ଷା ପାଇ ପାରନ୍ତି। # ମନ୍ଦ ବିଷୟରେ ଅଭିଳାଷୀ ଜାଗତୀକ ବିଷୟଗୁଡ଼ିକ କରିବାକୁ କିମ୍ବା ଜାଗତୀକ ଜିନିଷଗୁଡ଼ିକ ଲାଭ କରିବାର ଅଭିଳାଷ ଯାହା ଈଶ୍ଵରଙ୍କୁ ଅପମାନ ଦିଏ।