8 lines
1.0 KiB
Markdown
8 lines
1.0 KiB
Markdown
# ଅଧିକ ସଂଖ୍ୟକ ଲୋକ ଲାଭ କରି ପାରେ
|
|
“ବିଶ୍ଵାସ ନିମନ୍ତେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବା” କିମ୍ବା “ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ନିମନ୍ତେ ସାହାଯ୍ୟ କରିବା”
|
|
|
|
# ମୁଁ ଯିହୁଦୀ ପରି ହେଲି
|
|
ଏଠାରେ: “ମୁଁ ଯିହୁଦୀ ପରି ବ୍ୟବହାର କଲି” କିମ୍ବା “ମୁଁ ଯିହୁଦୀୟ ପରମ୍ପରାକୁ ଅଭ୍ୟାସ କଲି”
|
|
|
|
# ବ୍ୟବସ୍ଥା ଅଧିନର ପରି ହେଲି
|
|
ଏଠାରେ: “ଯିହୁଦୀୟ ନେତୃତ୍ଵର ଦାବିକୁ ଅନୁସରଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେବା, ଯିହୁଦୀୟ ଶାସ୍ତ୍ରରେ ସେମାନଙ୍କ ବିଚାରକୁ ଗ୍ରହଣ କରିବା।” |