# ଅଧିକ ସଂଖ୍ୟକ ଲୋକ ଲାଭ କରି ପାରେ “ବିଶ୍ଵାସ ନିମନ୍ତେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବା” କିମ୍ବା “ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ନିମନ୍ତେ ସାହାଯ୍ୟ କରିବା” # ମୁଁ ଯିହୁଦୀ ପରି ହେଲି ଏଠାରେ: “ମୁଁ ଯିହୁଦୀ ପରି ବ୍ୟବହାର କଲି” କିମ୍ବା “ମୁଁ ଯିହୁଦୀୟ ପରମ୍ପରାକୁ ଅଭ୍ୟାସ କଲି” # ବ୍ୟବସ୍ଥା ଅଧିନର ପରି ହେଲି ଏଠାରେ: “ଯିହୁଦୀୟ ନେତୃତ୍ଵର ଦାବିକୁ ଅନୁସରଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେବା, ଯିହୁଦୀୟ ଶାସ୍ତ୍ରରେ ସେମାନଙ୍କ ବିଚାରକୁ ଗ୍ରହଣ କରିବା।”