Door43-Catalog_or_tn/1CO/09/19.md

1.0 KiB

ଅଧିକ ସଂଖ୍ୟକ ଲୋକ ଲାଭ କରି ପାରେ

“ବିଶ୍ଵାସ ନିମନ୍ତେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବା” କିମ୍ବା “ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କରିବା ନିମନ୍ତେ ସାହାଯ୍ୟ କରିବା”

ମୁଁ ଯିହୁଦୀ ପରି ହେଲି

ଏଠାରେ: “ମୁଁ ଯିହୁଦୀ ପରି ବ୍ୟବହାର କଲି” କିମ୍ବା “ମୁଁ ଯିହୁଦୀୟ ପରମ୍ପରାକୁ ଅଭ୍ୟାସ କଲି”

ବ୍ୟବସ୍ଥା ଅଧିନର ପରି ହେଲି

ଏଠାରେ: “ଯିହୁଦୀୟ ନେତୃତ୍ଵର ଦାବିକୁ ଅନୁସରଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେବା, ଯିହୁଦୀୟ ଶାସ୍ତ୍ରରେ ସେମାନଙ୍କ ବିଚାରକୁ ଗ୍ରହଣ କରିବା।”