Door43-Catalog_or_tn/1CO/09/15.md

14 lines
1.0 KiB
Markdown

# ଏହିସମସ୍ତ ଅଧିକାର
ଏଠାରେ: “ଏହିସମସ୍ତ ଲାଭ” କିମ୍ବା “ଏହିସମସ୍ତ ବିଷୟ ଯାହା ପାଇବାକୁ ଯୋଗ୍ୟ”
# ମୋ ପ୍ରତି ଯେ ଏହିପରି କରାଯିବ
ଏଠାରେ: “ତୁମ୍ଭମାନଙ୍କ ଠାରୁ କିଛି ପାଇବାକୁ” କିମ୍ବା “ତେଣୁ ତୁମ୍ଭେମାନେ ମୋତେ ଦୈନିକ ସାହାଯ୍ୟ ଯୋଗାଇବ।”
# ବଞ୍ଚୀତ କରିବା
ଏଠାରେ: “କାଢ଼ିନେବା” କିମ୍ବା “ବନ୍ଦ କରିବା”
# କରିବା ନିମନ୍ତେ ମୁଁ ବାଧ୍ୟ
“ସୁସମାଚାର ପ୍ରଚାର କରିବା ନିମନ୍ତେ ମୁଁ ବାଧ୍ୟ”
# ତେବେ ହାୟ, ମୁଁ ଦଣ୍ଡର ପାତ୍ର
ଏଠାରେ: “ତେବେ ମୁଁ ଦୁର୍ଭାଗ୍ୟରେ ଦୁଃଖ ପାଏ”