# ଏହିସମସ୍ତ ଅଧିକାର ଏଠାରେ: “ଏହିସମସ୍ତ ଲାଭ” କିମ୍ବା “ଏହିସମସ୍ତ ବିଷୟ ଯାହା ପାଇବାକୁ ଯୋଗ୍ୟ” # ମୋ ପ୍ରତି ଯେ ଏହିପରି କରାଯିବ ଏଠାରେ: “ତୁମ୍ଭମାନଙ୍କ ଠାରୁ କିଛି ପାଇବାକୁ” କିମ୍ବା “ତେଣୁ ତୁମ୍ଭେମାନେ ମୋତେ ଦୈନିକ ସାହାଯ୍ୟ ଯୋଗାଇବ।” # ବଞ୍ଚୀତ କରିବା ଏଠାରେ: “କାଢ଼ିନେବା” କିମ୍ବା “ବନ୍ଦ କରିବା” # କରିବା ନିମନ୍ତେ ମୁଁ ବାଧ୍ୟ “ସୁସମାଚାର ପ୍ରଚାର କରିବା ନିମନ୍ତେ ମୁଁ ବାଧ୍ୟ” # ତେବେ ହାୟ, ମୁଁ ଦଣ୍ଡର ପାତ୍ର ଏଠାରେ: “ତେବେ ମୁଁ ଦୁର୍ଭାଗ୍ୟରେ ଦୁଃଖ ପାଏ”