Door43-Catalog_or_tn/1CO/09/15.md

1.0 KiB

ଏହିସମସ୍ତ ଅଧିକାର

ଏଠାରେ: “ଏହିସମସ୍ତ ଲାଭ” କିମ୍ବା “ଏହିସମସ୍ତ ବିଷୟ ଯାହା ପାଇବାକୁ ଯୋଗ୍ୟ”

ମୋ ପ୍ରତି ଯେ ଏହିପରି କରାଯିବ

ଏଠାରେ: “ତୁମ୍ଭମାନଙ୍କ ଠାରୁ କିଛି ପାଇବାକୁ” କିମ୍ବା “ତେଣୁ ତୁମ୍ଭେମାନେ ମୋତେ ଦୈନିକ ସାହାଯ୍ୟ ଯୋଗାଇବ।”

ବଞ୍ଚୀତ କରିବା

ଏଠାରେ: “କାଢ଼ିନେବା” କିମ୍ବା “ବନ୍ଦ କରିବା”

କରିବା ନିମନ୍ତେ ମୁଁ ବାଧ୍ୟ

“ସୁସମାଚାର ପ୍ରଚାର କରିବା ନିମନ୍ତେ ମୁଁ ବାଧ୍ୟ”

ତେବେ ହାୟ, ମୁଁ ଦଣ୍ଡର ପାତ୍ର

ଏଠାରେ: “ତେବେ ମୁଁ ଦୁର୍ଭାଗ୍ୟରେ ଦୁଃଖ ପାଏ”