Door43-Catalog_or_tn/1CO/08/04.md

1.5 KiB

ଆମ୍ଭେମାନେ

ପାଉଲ ଏବଂ କରିନ୍ଥୀୟମାନେ। (ଦେଖନ୍ତୁ; ସୀମା ଭିତରେ)

ତାହା ଜାଣୁ ଯେ “ଜଗତରେ ଦେବତା ବୋଲି କିଛି ନାହିଁ”

ପାଉଲ ବାକ୍ୟାଂଶକୁ ଉଦ୍ଧୃତ କରନ୍ତି ଯାହା କେତେକ କରିନ୍ଥୀୟ ବ୍ୟବହାର କରନ୍ତି। ଏଠାରେ: “ଆମ୍ଭେମାନେ ସମସ୍ତେ ଜାଣୁ, ତୁମ୍ଭେମାନେ କହିଥାଅ, ଏହିମୁର୍ତ୍ତୀର ଆମ୍ଭମାନଙ୍କ ନିମନ୍ତେ କୌଣସି ଶକ୍ତି ବା ଅର୍ଥ ନାହିଁ’.”

ଜଗତରେ ଦେବତା ବୋଲି କିଛି ନାହିଁ

ଏଠାରେ: “ଏହି ଜଗତରେ କୌଣସି ଦେବତା ନାହାନ୍ତି”

ଅନେକ ଦେବତା ଓ ଅନେକ ପ୍ରଭୁ

ପାଉଲ ଅନେକ ଦେବତା ଠାରେ ବିଶ୍ଵାସ କରନ୍ତି ନାହିଁ, କିନ୍ତୁ ସେ ଜାଣିଲେ ଯେ, ବିଜାତୀୟମାନେ ଓ ଦେବାଦେବୀ ଠାରେ ବିଶ୍ଵାସ କରନ୍ତି।

ଆମ୍ଭମାନଙ୍କର

ପାଉଲ ଏବଂ କରିନ୍ଥୀୟମାନେ। (ଦେଖନ୍ତୁ; ସୀମା ଭିତରେ)

ଆମ୍ଭମାନଙ୍କ ନିମନ୍ତେ

“ଆମ୍ଭେମାନେ ବିଶ୍ଵାସ କରୁ”