Door43-Catalog_or_tn/1CO/08/04.md

17 lines
1.5 KiB
Markdown
Raw Normal View History

2018-01-11 01:51:28 +00:00
# ଆମ୍ଭେମାନେ
ପାଉଲ ଏବଂ କରିନ୍ଥୀୟମାନେ। (ଦେଖନ୍ତୁ; ସୀମା ଭିତରେ)
# ତାହା ଜାଣୁ ଯେ “ଜଗତରେ ଦେବତା ବୋଲି କିଛି ନାହିଁ”
ପାଉଲ ବାକ୍ୟାଂଶକୁ ଉଦ୍ଧୃତ କରନ୍ତି ଯାହା କେତେକ କରିନ୍ଥୀୟ ବ୍ୟବହାର କରନ୍ତି। ଏଠାରେ: “ଆମ୍ଭେମାନେ ସମସ୍ତେ ଜାଣୁ, ତୁମ୍ଭେମାନେ କହିଥାଅ, ଏହିମୁର୍ତ୍ତୀର ଆମ୍ଭମାନଙ୍କ ନିମନ୍ତେ କୌଣସି ଶକ୍ତି ବା ଅର୍ଥ ନାହିଁ’.”
# ଜଗତରେ ଦେବତା ବୋଲି କିଛି ନାହିଁ
ଏଠାରେ: “ଏହି ଜଗତରେ କୌଣସି ଦେବତା ନାହାନ୍ତି”
# ଅନେକ ଦେବତା ଓ ଅନେକ ପ୍ରଭୁ
ପାଉଲ ଅନେକ ଦେବତା ଠାରେ ବିଶ୍ଵାସ କରନ୍ତି ନାହିଁ, କିନ୍ତୁ ସେ ଜାଣିଲେ ଯେ, ବିଜାତୀୟମାନେ ଓ ଦେବାଦେବୀ ଠାରେ ବିଶ୍ଵାସ କରନ୍ତି।
# ଆମ୍ଭମାନଙ୍କର
ପାଉଲ ଏବଂ କରିନ୍ଥୀୟମାନେ। (ଦେଖନ୍ତୁ; ସୀମା ଭିତରେ)
# ଆମ୍ଭମାନଙ୍କ ନିମନ୍ତେ
“ଆମ୍ଭେମାନେ ବିଶ୍ଵାସ କରୁ”