# ଆମ୍ଭେମାନେ ପାଉଲ ଏବଂ କରିନ୍ଥୀୟମାନେ। (ଦେଖନ୍ତୁ; ସୀମା ଭିତରେ) # ତାହା ଜାଣୁ ଯେ “ଜଗତରେ ଦେବତା ବୋଲି କିଛି ନାହିଁ” ପାଉଲ ବାକ୍ୟାଂଶକୁ ଉଦ୍ଧୃତ କରନ୍ତି ଯାହା କେତେକ କରିନ୍ଥୀୟ ବ୍ୟବହାର କରନ୍ତି। ଏଠାରେ: “ଆମ୍ଭେମାନେ ସମସ୍ତେ ଜାଣୁ, ତୁମ୍ଭେମାନେ କହିଥାଅ, ଏହିମୁର୍ତ୍ତୀର ଆମ୍ଭମାନଙ୍କ ନିମନ୍ତେ କୌଣସି ଶକ୍ତି ବା ଅର୍ଥ ନାହିଁ’.” # ଜଗତରେ ଦେବତା ବୋଲି କିଛି ନାହିଁ ଏଠାରେ: “ଏହି ଜଗତରେ କୌଣସି ଦେବତା ନାହାନ୍ତି” # ଅନେକ ଦେବତା ଓ ଅନେକ ପ୍ରଭୁ ପାଉଲ ଅନେକ ଦେବତା ଠାରେ ବିଶ୍ଵାସ କରନ୍ତି ନାହିଁ, କିନ୍ତୁ ସେ ଜାଣିଲେ ଯେ, ବିଜାତୀୟମାନେ ଓ ଦେବାଦେବୀ ଠାରେ ବିଶ୍ଵାସ କରନ୍ତି। # ଆମ୍ଭମାନଙ୍କର ପାଉଲ ଏବଂ କରିନ୍ଥୀୟମାନେ। (ଦେଖନ୍ତୁ; ସୀମା ଭିତରେ) # ଆମ୍ଭମାନଙ୍କ ନିମନ୍ତେ “ଆମ୍ଭେମାନେ ବିଶ୍ଵାସ କରୁ”