Door43-Catalog_or_tn/1CO/07/39.md

17 lines
916 B
Markdown

# ଯେ ପର୍ଯ୍ୟନ୍ତ ସ୍ଵାମୀ ଜୀବିତ ଥାଏ
“ସ୍ଵାମୀର ମରଣ ପର୍ଯ୍ୟନ୍ତ”
# ଭାର୍ଯ୍ୟା ଯାହାକୁ ଇଛା ପ୍ରକାଶ କରେ ତାହାକୁ
ଏଠାରେ: “ଭାର୍ଯ୍ୟା ଯେକୌଣସି ଲୋକକୁ ଇଛା କରେ ”
# ପ୍ରଭୁଙ୍କ ଠାରେ ଥିବା
ଏଠାରେ: “ଯଦି ନବ ସ୍ଵାମୀ ପୂର୍ବରୁ ବିଶ୍ଵାସୀ ଅଟନ୍ତି।”
# ମୋହର ମତ
“ଈଶ୍ଵରଙ୍କ ବାକ୍ୟକୁ ମୋହର ବୁଝିବାରେ।”
# ଅଧିକ ସୁଖୀ ହେବ
ଅଧିକ ତୃପ୍ତ ହେବ, ଅଧିକ ଆନନ୍ଦିତ ହେବ
# ସେ ସେହିପରି ରହିଲେ
ଏଠାରେ: “ଅବିବାହିତ ରହିଲେ।”